ଓଡ଼ିଶା: ଆଜିର ଫଟୋ ( ୧୦ ମେ, ୨୦୨୫ )

ପୁରୀ ରଥଯାତ୍ରା ପାଇଁ ଓଝା ସେବକମାନେ ନିର୍ମାଣ କାମରେ ଲାଗିଛନ୍ତି

 

 

 

  ଭୀଷଣ ଗରମରେ କବଳିତ ଭୁବନେଶ୍ୱର

 

 

 

ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ସୁଭସ୍ମିତା ବିଶ୍ୱାଳଙ୍କ ଏକକ ଅଭିନୟ ନାଟକ ‘ଶେଷ ପୃଷ୍ଠା’