ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ୫୭ତମ ବାଣୀଚିତ୍ର ସିନେ ପୁରସ୍କାର ସମାରୋହ କଟକ ଯୋବ୍ରା ଆନିକଟ ରାସ୍ତା ପାର୍ଶ୍ୱରେ ଜଣେ ଫଳ ବ୍ୟବସାୟୀ ଫଳ ଗୁଡିକୁ…
ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ ପୁରୀ ରଥ ଖଳାରେ ରଥ ନିର୍ମାଣ କାମ ଚାଲିଛି ଭୁବନେଶ୍ୱର ରବୀନ୍ଦ୍ର…
ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଖରାରେ ଯୁବତୀ ମାନେ ରାସ୍ତାରେ ଯାଉଛନ୍ତି ରଥର ତୁମ୍ଭରେ ଅରପଟା ସଂଯୋଗ କରାଯାଉଛି
ପୁରୀ ରଥଯାତ୍ରା ପାଇଁ ଓଝା ସେବକମାନେ ନିର୍ମାଣ କାମରେ ଲାଗିଛନ୍ତି ଭୀଷଣ ଗରମରେ କବଳିତ ଭୁବନେଶ୍ୱର ଭୁବନେଶ୍ୱର…
OSDMAର ସଦସ୍ୟମାନେ ଅପରାହ୍ନ ୪ଟାରେ ଭୁବନେଶ୍ୱର ରାଜମହଲରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ନାଗରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ କରୁଛନ୍ତି କଟକ ରେଳ…
କଟକ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ଜାତୀୟ ଆଦିବାସୀ ମେଳାରେ ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ଲୋକ ନୃତ୍ୟ ପୁରୀ ରଥ ଖଳାରେ…
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରୁଛନ୍ତି ଭୁବନେଶ୍ୱରର ଏକ ପରୀକ୍ଷା କେନ୍ଦ୍ରକୁ ଆଶାୟୀମାନେ NEET UG 2025 ପାଇଁ ଆସିଛନ୍ତି
ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଗୋଆ ଏଫସି ଏବଂ ଜାମଶେଦପୁର ଏଫସି ମଧ୍ୟରେ ଅନୁଷ୍ଠିତ କଳିଙ୍ଗ ସୁପର କପ ଫାଇନାଲରେ ଗୋଆ ଏଫସି ବିଜୟୀ ପୁରୀ ନରେନ୍ଦ୍ର…
ଦଶମ ଶ୍ରେଣୀର ପରୀକ୍ଷା ଫଳ ଘୋଷଣା ପରେ କଟକର ତୁଳସୀପୁରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ମେଧାବୀ ଛାତ୍ରୀଛାତ୍ରମାନେ ଖୁସି ଅଛନ୍ତି ଭୁବନେଶ୍ୱର କଳିଙ୍ଗ…
ଭୁବନେଶ୍ୱରସ୍ଥିତ ଓୟୁଏଟି କ୍ୟାମ୍ପସ ପରିସରରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ ସିଆଇଟିୟୁ ପକ୍ଷରୁ ଶ୍ରମିକ ଦିବସ ଅବସରରେ ପୁରୀ ସହରରେ ଅନୁଷ୍ଠିତ ଶୋଭାଯାତ୍ରା ଏବଂ ଶ୍ରମିକମାନଙ୍କ ଅଧିକାର…