ଖ୍ରୀଷ୍ଟିଆନମାନେ ମେରୀ ଖ୍ରୀଷ୍ଟମାସ, ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ, ଭୁବନେଶ୍ୱରର ୟୁନିଟ୍ -୩ ଚର୍ଚ୍ଚରେ ପାଳନ କରୁଛନ୍ତି ଭୁବନେଶ୍ୱରର ନୟାପାଲ୍ଲୀ ଜାତୀୟ ରାଜପଥରେ ଏକ ଛୋଟ ଝିଅ ଠିଆ…
ବଡ଼ଦିନ ଲାଗି ଭୁବନେଶ୍ୱର ୟୁନିଟ ୪ସ୍ଥିତ ୟୁନିୟନ ଚର୍ଚ୍ଚରେ ଚାଲିଛି ସାଜସଜ୍ଜା ଭୁବନେଶ୍ୱର ଅଶୋକନଗର ଅଂଚଳରେ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଉଛି ସ୍କାଉଟସ୍ ଏବଂ…
ବଡ଼ଦିନ ଲାଗି କଟକ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ କ୍ୟାଥଲିକ ଚର୍ଚ୍ଚରେ ଚାଲିଛି ସାଜସଜ୍ଜା
ସନ୍ଧ୍ୟା ସମୟରେ ମହାନଦୀ ଜଳଉପରେ ଉଡିଯାଉଥିବା ବଗ ପଲ ମା କୋଚିଲେଇ ହାଟରେ ଶୀତବସ୍ତ୍ର ବିକ୍ରି ଚାଲିଛି କଟକ ଅଲିଶା ବଜ଼ାର ଅଞ୍ଚଳରେ ମହିଳାଙ୍କ ଦ୍ୱାରା ଅନୁଷ୍ଠିତ…
ଦେବଦାସି ନୃତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଉତ୍କଳ ମଣ୍ଡପରେ ଜଣେ କଳାକାର ବାଘ ନୃତ୍ୟ ପରିବେଷଣ କରୁଛନ୍ତି ‘ନୃତ୍ୟ ମଣ୍ଡଳ’ର କଳାକାରମାନେ ମହାନଦୀ ଉତ୍ସଵର ଚର୍ତୁର୍ଥ ସନ୍ଧ୍ୟାରେ…
ବଡ଼ଦିନ ଲାଗି କଟକ ସୂତାହାଟରେ ଥିବା ବେକେରୀରେ ଚାଲିଛି କେକ ପ୍ରସ୍ତୁତି କଟକ ବକ୍ସିବଜାର ରାସ୍ତାପାର୍ଶ୍ୱରେ ବିକ୍ରି ପାଇଁ କେକ, ମୁଆଁ ସଜେଇ ରଖୁଛନ୍ତି ବ୍ୟବସାୟୀ
କଟକସ୍ଥିତ ଓଡିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ ଆଦିବାସୀ କଳା ପ୍ରଦର୍ଶନୀ ଭୁବନେଶ୍ୱରର ଚିନ୍ତାମଣେଶ୍ୱର ଅଞ୍ଚଳରେ ଅନଧିକୃତ ଗୃହନିର୍ମାଣକୁ ଭାଙ୍ଗି ଦିଆଯାଉଛି ମାଷ୍ଟର କ୍ୟାଣ୍ଟିନ ଛକରୁ ଭୁବନେଶ୍ୱରର ପ୍ରଦର୍ଶନୀ…
ଜଳ ସମ୍ପଦ ବିଭାଗ ଓ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୁଳ୍ୟରେ ମହାନଦୀ ଉତ୍ସବ ପାଳନ ଅବସରରେ ଉପର ବାଲି ଯାତ୍ରା ପଡିଆଠାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଛି…
ଭୁବନେଶ୍ୱର ସହର ସୌନ୍ଦର୍ଯ୍ୟକରଣ ଲାଗି ପ୍ରାଚୀରରେ ଚିତ୍ର ଆଙ୍କୁଛନ୍ତି ଚିତ୍ରଶିଳ୍ପୀ
କଟକ ମିଶନ ରୋଡ଼ ବାପଟିଷ୍ଟ ଚର୍ଚ୍ଚକୁ ରଙ୍ଗ ଦିଆଯାଉଛି ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀରେ ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି