ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୨୧, ୨୦୨୧)

ସନ୍ଧ୍ୟା ସମୟରେ ମହାନଦୀ ଜଳଉପରେ ଉଡିଯାଉଥିବା ବଗ ପଲ

ମା କୋଚିଲେଇ ହାଟରେ ଶୀତବସ୍ତ୍ର ବିକ୍ରି ଚାଲିଛି

କଟକ ଅଲିଶା ବଜ଼ାର ଅଞ୍ଚଳରେ ମହିଳାଙ୍କ ଦ୍ୱାରା ଅନୁଷ୍ଠିତ ପାରମ୍ପରିକ ବାଟଓଷା ପୂଜାର୍ଚ୍ଚନା