ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୬, ୨୦୨୧)

ଜଳ ସମ୍ପଦ ବିଭାଗ ଓ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୁଳ୍ୟରେ ମହାନଦୀ ଉତ୍ସବ ପାଳନ ଅବସରରେ ଉପର ବାଲି ଯାତ୍ରା ପଡିଆଠାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଛି

ଭୁବନେଶ୍ୱରର ଏସପ୍ଲାନେଡ୍ ୱାନ ମଲ ନିକଟରେ ଉଚ୍ଚତମ ଖ୍ରୀଷ୍ଟମାସ ଟ୍ରି ଉନ୍ମୋଚିତ ହୋଇଛି

ଭୁବନେଶ୍ୱରର ଝାରପଡା ଜେଲ ରୋଡରେ ମହିଳାମାନେ ଅସୁରକ୍ଷିତ ଭାବେ ଅଟୋ-ରିକ୍ସାରେ ଯାତ୍ରା କରୁଛନ୍ତି

କଟକସ୍ଥିତ ଗଡଗଡିଆ ଘାଟରେ ମହାନଦୀ ଉତ୍ସବ ପାଳନ କରାଯାଉଛି