ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୪, ୨୦୨୦)

କଟକ ର ତାଳଦଣ୍ଡା କେନାଲ ପାଖରେ ଥିବା ଏକ ପାର୍କ ରେ ସୌନ୍ଦର୍ଯ୍ୟ କରଣ କରିବା ପାଇଁ “ଆଇ ଲଭ୍ କଟକ” ଲୋଗୋ ରଖା ଯାଇଛି ଏବଂ ପିଲା ମାନେ ଫଟୋ ଉଠାଉଛନ୍ତି

କଟକସ୍ଥିତ କଚେରୀ ରୋଡରେ ଥିବା ଗ୍ରାମୀଣ ଏସପି କାର୍ଯ୍ୟାଳୟର କାନ୍ଥରେ ଚିତ୍ର କଳା ଅଙ୍କାଯାଉଛି

ବିଭିନ୍ନ ରଙ୍ଗର ମାସ୍କ ଭୁବନେଶ୍ୱରର ସହିଦ ନଗର ରୁପାଲି ସ୍କୋୟାରରେ ଲୋକ ମାନେ କିଣୁଛନ୍ତି