ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୨, ୨୦୨୦)

ସୋମବାର କଟକସ୍ଥିତ ରାଣୀହାଟ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ମାଟି ପ୍ରତିମାକୁ ଜଣେ କଳାକାର ଶେଷ ସ୍ପର୍ଶ ଦେଉଛନ୍ତି

ସୋମବାର କଟକସ୍ଥିତ ଜୋବ୍ରା ଆନିକଟରେ ଠାରେ ଯୁବକମାନେ ବଂଚି ପକାଇ ମାଛ ଧରୁଛନ୍ତି

ଆଶାୟୀ ପରୀକ୍ଷାର୍ଥୀ ମାନେ ସୋମବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରୁଛନ୍ତି