ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧, ୨୦୨୦)

ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ଆରମ୍ଭ ପୂର୍ବରୁ…

 

ପୁଷ୍ପରେ ସଜ୍ଜିତ ଶ୍ରୀଗୁଣ୍ଡିଚା ମନ୍ଦିର ମୁଖଶାଳା

ବାହୁଡା ଯାତ୍ରା ୨୦୨୦: ରଥରେ ଲାଗିବା ପୂର୍ବରୁ ଦଉଡ଼ି

 

ବାହୁଡା ଯାତ୍ରା ଲାଗି ପୁରୀ ପ୍ରଶାସନ ତତ୍ପର

 

ରଥରେ ଛେରାପହଁରା କରୁଛନ୍ତି ଗଜପତି

ବାହୁଡା ଯାତ୍ରା ୨୦୨୦: ବଳଭଦ୍ରଙ୍କ ପହଣ୍ଡି

 

ବାହୁଡା ଯାତ୍ରା ୨୦୨୦: ସୁଭଦ୍ରାଙ୍କ ପହଣ୍ଡି

 

ବାହୁଡା ଯାତ୍ରା ୨୦୨୦: ଜଗନ୍ନାଥଙ୍କ ପହଣ୍ଡି

 

ବାହୁଡା ଯାତ୍ରା ୨୦୨୦: ରଥ ଟଣା ଆରମ୍ଭ

ବାହୁଡା ଯାତ୍ରା ୨୦୨୦: ମାଉସୀ ମା’ ମନ୍ଦିରରେ ପୋଡ଼ ପିଠା ଭୋଗ

 

ବାହୁଡା ଯାତ୍ରା ୨୦୨୦: ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ

 

କଟକ ଚାନ୍ଦିନୀଚୌକ ଶ୍ରୀଜଗନ୍ନାଥମନ୍ଦିର ପରିସରରେ ଶ୍ରୀଜୀଉଙ୍କ ବାହୁଡା ଯାତ୍ରା