ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୭, ୨୦୨୨)

ଲଘୁଚାପ ପ୍ରଭାବରେ ଭୁବନେଶ୍ୱରରେ ଲଗାଣ ବର୍ଷା

 

ବିଡିଏ ପକ୍ଷରୁ ଗୃହ ଯୋଗାଣ ବ୍ୟବସ୍ଥାକୁ ଭୁବନେଶ୍ୱର ବିଡିଏ କାର୍ଯ୍ୟାଳୟରେ ଉଦଘାଟନ କରୁଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ

 

ସିଆରଆରଆଇ ଥାନାକୁ ଉପସ୍ଥିତ ଅତିଥିମାନଙ୍କ ଗହଣରେ ଉଦଘଟାନ କରୁଛନ୍ତି ଡିଜିପି ସୁନୀଲ କୁମାର ବଂଶଲ

 

ପୁରୀରେ ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା