ଓଡ଼ିଶା: ଆଜିର ଫଟୋ ( ମେ ୬, ୨୦୨୨ )

ପୁରୀ ଶ୍ରୀମନ୍ଦିର ନିକଟରେ ସୂର୍ଯ୍ୟାସ୍ତର ଦୃଶ୍ୟ

 

ଭୁବନେଶ୍ୱର ସତ୍ୟନଗର ରାସ୍ତାରେ ପିଲାଟି ତାଙ୍କର ଦୃଷ୍ଟିହୀନ ମାଆଙ୍କୁ ଧରି ଯାଉଛି

 

ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବଳ ବର୍ଷା ଓ ପବନ ହେତୁ ଏକ ଗଛ ଉପୁଡ଼ି ରାସ୍ତାରେ ପଡିଛି

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ ଅର୍ଥ ବିଭାଗ ସାଂସ୍କୃତିକ ସଂସଦର ୫୬ତମ ବାର୍ଷିକ ଉତ୍ସବ ଅବସରରେ ନାଟକ ପରିବେଷଣ

 

କଟକ ବାଲିଯାତ୍ରା ଉପରପଡିଆରେ ବୈଶାଖୀ ବାଣିଜ୍ୟ ମେଳାର ଉଦଘାଟନୀ ସନ୍ଧ୍ୟା