ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୪ , ୨୦୨୦)

ଭୁବନେଶ୍ୱର ନୟାପଲ୍ଲୀ ଜୟଦେବ ବିହାରରେ ବାଳିକାଟିଏ ଦୋଳି ଖେଳୁଛି

 

ପୁରୀ ବେଳାଭୂମିରେ ସନ୍ଧ୍ୟା ସମୟରେ ଧୀବରମାନେ ଫେରୁଛନ୍ତି

 

ଭୁବନେଶ୍ୱର ରାଜମହଲରେ ଜଣେ ବ୍ୟକ୍ତି ସାଇକେଲ ସହିତ ସଡକ ପାର କରୁଛନ୍ତି

 

ଭୁବନେଶ୍ୱର ୟୁନିଟ୧ରେ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କର କୁକୁର ସହିତ ଯାଉଛନ୍ତି