ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୩, ୨୦୨୩ )

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଓଡିଶା ସଂଗୀତ ନାଟକ ଏକାଡେମୀ ଓଡ଼ିଆ ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ନାଟ୍ୟଧାରାର ନାଟକ ‘ତାରି ଲାଗି’ ଭଞ୍ଜକଳା ମଣ୍ଡପରେ ପଦର୍ଶିତ ହେଉଛି

 

 

ଭୁବନେଶ୍ୱର ବିଜେବି ନଗର ପାର୍କ ନିକଟରେ ବିଡିଏ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ

 

 

ସେବା ପ୍ରତିନିଧି ପକ୍ଷରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ, ମନ୍ଦିର ରୀତିନୀତି ବନ୍ଦକୁ ବିରୋଧ

 

 

କଟକ ରାଣୀହାଟ ଛକରେ ଘଣ୍ଟା ଟାୱାର ନିର୍ମାଣ କାର୍ଯ୍ୟ ଚାଲିଛି

 

 

କଟକ ଜୋବ୍ରା ଆନାକଟ ମହାନଦୀରେ ଥିବା ପଥର ଉପରେ କଇଁଛମାନେ ବିଶ୍ରାମ କରୁଛନ୍ତି