ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୯, ୨୦୨୨)

ଧଉଳି ରୋଡରେ ଜଣେ ଚାଷୀ ବିଲରୁ ହଳ ସାରି ଫେରୁଛନ୍ତି

 

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ OSDMA ପକ୍ଷରୁ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ବିପର୍ଯ୍ୟୟ ହ୍ରାସ ପାଳନ

 

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଷଷ୍ଠ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବରେ ତେଲେଙ୍ଗାନା ଦିପଞ୍ଜଳି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା କୁଚିପୁଡି ନୃତ୍ୟ ପରିବେଷଣ