ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୯, ୨୦୨୨ )

ରାଜ୍ୟ ସଂଗ୍ରହାଳୟର ୯୦ତମ ପ୍ରତିଷ୍ଠା ଦିବସ ପାଳନ

 

 

ଭୁବନେଶ୍ୱର ପିଏମଜି ସ୍କୋୟାରରେ ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବିରେ ଓଡିଶା କୋଭିଡ-୧୯ ପାରାମେଡିକାଲ ଆସୋସିଏସନର ସଦସ୍ୟମାନଙ୍କ ବିକ୍ଷୋଭ

 

 

ଭୁବନେଶ୍ୱର ଗୌତମ ନଗରରେ ବିଡିଏ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ

 

 

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବେଲୁନ୍ ବିକ୍ରେତାମାନେ ବଡ ବଡ ବେଲୁନ୍ ବିକ୍ରି କରୁଛନ୍ତି