ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୮, ୨୦୨୨)

ଧଉଳିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ବୌଦ୍ଧ ସନ୍ୟାସିମାନେ ପୂଜା କରୁଛନ୍ତି

 

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ୧୬ତମ ଗୁରୁ ଦେବିପ୍ରସାଦ ଆୱାର୍ଡ ଫେଷ୍ଟିଭାଲ ଅବସରରେ ପରିବେଷିତ ଓଡିଶୀ ନୃତ୍ୟ

 

ଭୁବନେଶ୍ୱର ପିଏମଜିରେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ସଂଘ, ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ ପଦର୍ଶନ କରୁଛନ୍ତି

 

କଟକରେ ମା କାଳୀଙ୍କ ମେଢ ଭସାଣି ଶୋଭାଯାତ୍ରା

 

ଭୁବନେଶ୍ୱର ପଦର୍ଶନୀ ପଡିଆରେ ୨୫ତମ କଳିଙ୍ଗ ପୁସ୍ତକ ମେଳାର ଉଦଘାଟନୀ ଉତ୍ସବରେ ଅତିଥି ଓ ଦର୍ଶକମାନେ ଷ୍ଟଲ ବୁଲି ଦେଖୁଛନ୍ତି