ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୮, ୨୦୨୨)

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ମୃଦୁଗୁଞ୍ଜନ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ସପ୍ତରଙ୍ଗ

 

ଭୁବନେଶ୍ୱର ପିଏମଜି ସ୍କୋୟାର ଧାରଣା ସ୍ଥଳରେ ଦୋକାନ

 

କଟକସ୍ଥିତ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ, ପ୍ରତି ସୋମବାର ‘No Vehicle Day’ ସଚେତନତା ଅଭିଯାନ ଆରମ୍ଭ କରିଛି

 

ଭୁବନେଶ୍ୱର ଜନତା ମଇଦାନରେ ମେକ୍ ଇନ୍ ଓଡିଶା କନ୍‌କ୍ଲେଭ-୨୦୨୨ ପାଇଁ ପ୍ରସ୍ତୁତି ଚାଲିଛି

 

ରାଜଧାନୀ ଗ୍ରାଉଣ୍ଡରେ ଓଡିଶା ମହିଳା ଲିଗ୍ ୨୦୨୨ ଫୁଟବଲ୍ ଟୁର୍ଣ୍ଣ।ମେଣ୍ଟ :  ଓଡିଶା ପୋଲିସ୍ ବନାମ ରାଇଜିଂ ସ୍ଟୁଡେଣ୍ଟସ କ୍ଲବ୍