ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୭, ୨୦୨୨ )

କଟକସ୍ଥିତ ନରାଜ ଆନିକଟରେ ପକ୍ଷୀମାନେ ଜଳକ୍ରୀଡା କରୁଛନ୍ତି

 

 

ଭାରତୀୟ ପୁରୁଷ ହକି ଦଳ, ପୁରୁଷ ହକି ବିଶ୍ୱକପ ଖେଳିବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ

 

 

ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ନୃତ୍ୟ ମହୋତ୍ସବରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜାଗ୍ରୁତି ସାଂସ୍କୃତିକ ଏକାଡେମୀର କଳାକାରମାନେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରୁଛନ୍ତି

 

 

ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲରେ, ରୋଗିମାନେ ଓପିଡି ପଞ୍ଜିକରଣ ପାଇଁ ଧାଡ଼ିରେ ଛିଡା ହୋଇଛନ୍ତି

 

 

କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବ ପାଇଁ, ତୁଳସୀପୁର ମହାନଦୀ ରିଙ୍ଗ ରୋଡର ସୌନ୍ଦର୍ଯ୍ୟକରଣ ଚାଲିଛି

 

 

ଗୋପାଳପୁର ବେଳାଭୂମି ମହୋତ୍ସବ: ଚତୁର୍ଥ ଦିନ