ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୪, ୨୦୨୨ )

ଗୋପାଳପୁର ବେଳାଭୂମି ମହୋତ୍ସବ

 

 

ଖ୍ରୀଷ୍ଟମାସ ଅବସରରେ ସାନ୍ତା ଘୋଡା ଗାଡିରେ ଯାଉଛନ୍ତି

 

 

ଭୁବନେଶ୍ୱର ସୈନିକ ବିଦ୍ୟାଳୟର ୬୦ତମ ବାର୍ଷିକ ଦିବସ ଉତ୍ସବରେ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି

 

 

ଭୁବନେଶ୍ୱର ଜୟଦେବ ବିହାରରେ ହକି ପୁରୁଷ ବିଶ୍ୱକପ ପାୟୀ ନିର୍ମିତ କଳାକୃତି ସମ୍ମୁଖରେ ଯୁବକମାନେ ସେଲଫି ନେଉଛନ୍ତି

 

 

ଭୁବନେଶ୍ୱର ପ୍ରେସ୍ କ୍ଲବରେ, ଭୁବନେଶ୍ୱର ପୋଏଟ୍ରି କ୍ଲବ ଦ୍ୱାରା ଆୟୋଜିତ ସାଂସ୍କୃତିକ ଉତ୍ସବ

 

ସତ୍ୟନଗର ଚର୍ଚ୍ଚ ବଡ଼ଦିନ ପାଇଁ ଆଲୋକରେ ସୁସଜ୍ଜିତ ହୋଇଛି ଓ ଯୁବତୀମାନେ ମହମବତୀ ଜାଳି ପାର୍ଥନା କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୩ ଡିସେମ୍ବର, ୨୦୨୫ )

କଟକ ଜେ.ଏନ୍. ଇଣ୍ଡୋର ଷ୍ଟାଡିୟମରେ ଗଣ୍ଡରପୁର ଏଲ.ଆର୍. ଡି.ଏ.ଭି. ପବ୍ଲିକ୍ ସ୍କୁଲର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ସାଂସ୍କୃତିକ...

ଓଡ଼ିଶା: ଆଜିର ଫଟୋ (୨୨ ଡିସେମ୍ବର, ୨୦୨୫ )

‘କଳାକୁଞ୍ଜ’ ମହୋତ୍ସବ ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟଙ୍କ ଆୟୋଜନରେ ଜିକେସିଏମ୍ ଓଡ଼ିଶୀ ଗବେଷଣା କେନ୍ଦ୍ରରେ  ଅନୁଷ୍ଠିତ ହୋଇଯାଇଛି 

ଓଡ଼ିଶା: ଆଜିର ଫଟୋ (୨୧ ଡିସେମ୍ବର, ୨୦୨୫ )

ଓଡ଼ିଶା କେନେଲ୍ କ୍ଲବ୍ ପକ୍ଷରୁ ରବିବାର OUAT ପଶୁଚିକିତ୍ସା ମହାବିଦ୍ୟାଳୟ ମଇଦାନରେ କୁକୁର ପ୍ରଦର୍ଶନୀ ଆୟୋଜିତ

ଓଡ଼ିଶା: ଆଜିର ଫଟୋ ( ୨୦ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ଓୟୁଏଟି ଭେଟେରିନାରୀ କଲେଜ୍ ପଡିଆରେ ଓଡିଶା କେନେଲ୍ କ୍ଲବ୍ ଦ୍ୱାରା ଆୟୋଜିତ, “କୁକୁର ଶୋ”     କଟକ ଅନ୍ନପୁର୍ଣ୍ଣ ରଙ୍ଗମଞ୍ଚରେ ଅନ୍ନପୁର୍ଣ୍ଣ ବି...

ଓଡ଼ିଶା: ଆଜିର ଫଟୋ ( ୧୯ ଡିସେମ୍ବର, ୨୦୨୫ )

ଶୁକ୍ରବାର ଭଞ୍ଜକଳା ମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଜାତୀୟ ପୂପେଟ ଉତ୍ସବର ସମାପନ ଦିନ ପରିଚାଳିତ ହୋଇଥିଲା ଶୁକ୍ରବାର...

ଓଡ଼ିଶା: ଆଜିର ଫଟୋ (୧୭ ଡିସେମ୍ବର, ୨୦୨୫ )

ଧରିତ୍ରୀର ୫୨ତମ ଜନ୍ମ ଦିବସ ସମାରୋହ ପାଳିତ

ଓଡ଼ିଶା: ଆଜିର ଫଟୋ ( ୧୬ ଡିସେମ୍ବର, ୨୦୨୫ )

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲିଭୋଗ ନୀତି         ବାଣୀବିହାରରେ ଉତ୍ତେଜନା, ପୋଲିସ ମୁତୟନ, ପିଲାମାନେ ନ୍ୟାୟ ପାଇଁ ଗେଟ ଆଗରେ...

ଓଡ଼ିଶା: ଆଜିର ଫଟୋ (୧୪ ଡିସେମ୍ବର, ୨୦୨୫ )

ନାୟୀକା, ବାଲେଶ୍ୱରର କଳାକାର ରବିନ୍ଦ୍ର ମଣ୍ଡପରେ ‘ନାଟ୍ୟଧାରା’ ଆୟୋଜିତ ରବିବାର ଦିନ ‘ଭକ୍ତ ଝୋଲିଆ’ ନାଟକରେ ଅଭିନୟ ପ୍ରଦର୍ଶନ କରିଥିଲେ।

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri