ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୨୧, ୨୦୨୨)

କଟକ ଓଡ଼ିଆ ବଜ଼ାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ମୃଣ୍ମୟୀ ଭାସ୍କର୍ଯ୍ୟ ଶିଳ୍ପୀ ଶିବିରର ଦ୍ୱିତୀୟ ଦିନ

 

ରାଜଧାନୀ ଭୁବନେଶ୍ୱରରେ ସକାଳର ଘନ କୁହୁଡ଼ି ଦୃଶ୍ୟ

 

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି

 

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଲାଗି କଟକ ଓଡ଼ିଆ ବଜ଼ାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ଆଲୋକ ମାଳାରେ ସଜ୍ଜିତ କରାଯାଉଛି