ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୧, ୨୦୨୨ )

ଭୁବନେଶ୍ୱର ଭଞ୍ଜକଲା ମଣ୍ଡପରେ ୧୬ତମ ଦେବଦାସୀ ଜାତୀୟ ନୃତ୍ୟ ମହୋତ୍ସବ

 

ଭୁବନେଶ୍ୱର ଶିଶୁଭବନ ଛକରେ ହାଇଡ୍ରାମା, ହୋଡିଂ ଉପରେ ମୁକ୍ତିକାନ୍ତ

 

ଭୁବନେଶ୍ୱର ସୁଚନା ଭବନରେ ଜଳ ରଙ୍ଗ କଳା ପ୍ରଦର୍ଶନୀ

 

 

ଭୁବନେଶ୍ୱର ଶିଶୁଭବନ ଛକରେ ଅଗ୍ନିଶମ କର୍ମଚାରୀମାନେ ଲାଡର ସାହାଯ୍ୟରେ ମୁକ୍ତିକାନ୍ତଙ୍କୁ ହୋର୍ଡିଂରୁ ଉଦ୍ଧାର କଲେ