ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧୯, ୨୦୨୨)

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଗୁରୁ ଗୋପାଳ ପଣ୍ଡା ଓଡିଶୀ ଏକାଡେମୀ ଦ୍ୱାରା ଓଡିଶୀ ରାଗ ମହୋତ୍ସବ

 

ଭୁବନେଶ୍ୱର ୟୁନିଟ୍-୩ ଖାରବେଳ ନଗର ଠାରେ ଏକାମ୍ର ବାଟିକାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦଘାଟନ କରୁଛନ୍ତି, ପାଖରେ ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି

 

ଭୁବନେଶ୍ୱର ଆଇଜି ପାର୍କରେ ମାଳି ମାନେ ଫୁଲ ଗଛରେ ପାଣି ଦେଉଛନ୍ତି

 

ଭୁବନେଶ୍ୱର ପାଣ୍ଡରାରେ ବିଡିଏ ର ଉଛେଦ୍ଦ କାର୍ଯ୍ୟ