ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧୮, ୨୦୨୨)

ଭୁବନେଶ୍ୱର ସାଲିଆ ସାହିରେ ନୂଆ ରୋଡ ହେବା ପାଇଁ ବିଏମସି ପକ୍ଷରୁ ହେଉଥିବା ଉଚ୍ଛେଦକୁ ଲୋକଙ୍କ ବିରୋଧ ଓ ଜାଗା ମିଶନର ପଟା ଦାବି

 

କଟକ ବାଲିଯାତ୍ରା ଗୁରୁବାର ଠାରୁ ସରିଥିଲେ ମଧ୍ୟ ଗୃହ ଉପକରଣ କିଣିବା ପାୟୀ ଲୋକଙ୍କ ଭିଡ

 

କଟକ ବିଡାନାସୀ ସତାବ୍ଦି ବିହାରରେ ବାଇମୁଣ୍ଡି ସାହିତ୍ୟ ସଂସ୍କୃତି ସୁରକ୍ଷା ସମାଜ ପକ୍ଷ୍ୟରୁ ଅନୁଷ୍ଠିତ କବି ସମ୍ମିଳନୀ