ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୭, ୨୦୨୨ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଉଦଯାପିତ ହେଲା ଜାତୀୟ ଛଉ ମହୋତ୍ସବ ‘ନାଟକୀ’

 

କଟକ ମିଶନ ରୋଡସ୍ଥିତ ଷ୍ଟୁଆର୍ଟ ସ୍କୁଲରେ ବଡ ଦିନ ଉପଲକ୍ଷେ ଉତ୍ସବ ପାଳନ

 

କଟକ ବ୍ରଜବିହାରୀ ପୁର ଧବଳେଶ୍ୱର ଗଡା ଅଂଚଳରେ ସିଏମସି ପକ୍ଷରୁ ଉଚ୍ଛେଦ ଚାଲିଛି

 

ଭୁବନେଶ୍ୱର ପାୱାର ହାଉସ ଛକରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୨୫ତମ ଜୟନ୍ତୀ ଅବସରରେ ଉତ୍କଳ ସମିଳନୀ ପକ୍ଷରୁ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

 

କଟକ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ୧୩ତମ ସାତ ସାହି କଟକ ନୃତ୍ୟ ଉତ୍ସବର ୮ମ ସନ୍ଧ୍ୟାରେ ପରିବେଷିତ ସମ୍ବଲପୁରୀ ନୃତ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୩ ଡିସେମ୍ବର, ୨୦୨୫ )

କଟକ ଜେ.ଏନ୍. ଇଣ୍ଡୋର ଷ୍ଟାଡିୟମରେ ଗଣ୍ଡରପୁର ଏଲ.ଆର୍. ଡି.ଏ.ଭି. ପବ୍ଲିକ୍ ସ୍କୁଲର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ସାଂସ୍କୃତିକ...

ଓଡ଼ିଶା: ଆଜିର ଫଟୋ (୨୨ ଡିସେମ୍ବର, ୨୦୨୫ )

‘କଳାକୁଞ୍ଜ’ ମହୋତ୍ସବ ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟଙ୍କ ଆୟୋଜନରେ ଜିକେସିଏମ୍ ଓଡ଼ିଶୀ ଗବେଷଣା କେନ୍ଦ୍ରରେ  ଅନୁଷ୍ଠିତ ହୋଇଯାଇଛି 

ଓଡ଼ିଶା: ଆଜିର ଫଟୋ (୨୧ ଡିସେମ୍ବର, ୨୦୨୫ )

ଓଡ଼ିଶା କେନେଲ୍ କ୍ଲବ୍ ପକ୍ଷରୁ ରବିବାର OUAT ପଶୁଚିକିତ୍ସା ମହାବିଦ୍ୟାଳୟ ମଇଦାନରେ କୁକୁର ପ୍ରଦର୍ଶନୀ ଆୟୋଜିତ

ଓଡ଼ିଶା: ଆଜିର ଫଟୋ ( ୨୦ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ଓୟୁଏଟି ଭେଟେରିନାରୀ କଲେଜ୍ ପଡିଆରେ ଓଡିଶା କେନେଲ୍ କ୍ଲବ୍ ଦ୍ୱାରା ଆୟୋଜିତ, “କୁକୁର ଶୋ”     କଟକ ଅନ୍ନପୁର୍ଣ୍ଣ ରଙ୍ଗମଞ୍ଚରେ ଅନ୍ନପୁର୍ଣ୍ଣ ବି...

ଓଡ଼ିଶା: ଆଜିର ଫଟୋ ( ୧୯ ଡିସେମ୍ବର, ୨୦୨୫ )

ଶୁକ୍ରବାର ଭଞ୍ଜକଳା ମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଜାତୀୟ ପୂପେଟ ଉତ୍ସବର ସମାପନ ଦିନ ପରିଚାଳିତ ହୋଇଥିଲା ଶୁକ୍ରବାର...

ଓଡ଼ିଶା: ଆଜିର ଫଟୋ (୧୭ ଡିସେମ୍ବର, ୨୦୨୫ )

ଧରିତ୍ରୀର ୫୨ତମ ଜନ୍ମ ଦିବସ ସମାରୋହ ପାଳିତ

ଓଡ଼ିଶା: ଆଜିର ଫଟୋ ( ୧୬ ଡିସେମ୍ବର, ୨୦୨୫ )

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲିଭୋଗ ନୀତି         ବାଣୀବିହାରରେ ଉତ୍ତେଜନା, ପୋଲିସ ମୁତୟନ, ପିଲାମାନେ ନ୍ୟାୟ ପାଇଁ ଗେଟ ଆଗରେ...

ଓଡ଼ିଶା: ଆଜିର ଫଟୋ (୧୪ ଡିସେମ୍ବର, ୨୦୨୫ )

ନାୟୀକା, ବାଲେଶ୍ୱରର କଳାକାର ରବିନ୍ଦ୍ର ମଣ୍ଡପରେ ‘ନାଟ୍ୟଧାରା’ ଆୟୋଜିତ ରବିବାର ଦିନ ‘ଭକ୍ତ ଝୋଲିଆ’ ନାଟକରେ ଅଭିନୟ ପ୍ରଦର୍ଶନ କରିଥିଲେ।

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri