ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୬ , ୨୦୨୦)

କଟକ ଚୌଧୁରୀ ବଜାରରେ ବଡଦିନ ଉପଲକ୍ଷେ ଘରସଜ୍ଜା ସାମଗ୍ରୀ ଦେଖୁଛନ୍ତି ଜଣେ ମହିଳା

କଟକ ଜଗତପୁର ନିମପୁର ଗ୍ରାଉଣ୍ଡରେ ଓସିଏ ତରଫରୁ ଟି-୨୦ ଲିଗ୍‍ ଆୟୋଜିତ

କଟକ ଚୌଧୁରୀ ବଜାରରେ ବିକ୍ରି ପାଇଁ ଏକ ଦୋକାନରେ ରଖାଯାଇଥିବା ସାଣ୍ଟା କ୍ଲଜ୍‍