ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୪, ୨୦୨୨ )

ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଶିଶୁ ଏବଂ ଯୁବ ମହୋତ୍ସବ ‘ଅଞ୍ଜଳି’

 

କଟକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ, ପେଟ୍ରୋଲ, ଡିଜେଲ ଦର ହ୍ରାସ କରିବାକୁ ଦାବି କରି SUCI (C) ସଦସ୍ୟମାନଙ୍କ ବିକ୍ଷୋଭ ପ୍ରଦର୍ଶନ

 

ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମରେ ଓଡିଶା ଏଫସି ଦ୍ୱାରା ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀ

 

 

କଟକ ଖ୍ରୀଷ୍ଟ ମହାବିଦ୍ୟାଳୟ ପକ୍ଷରୁ ଖ୍ରୀଷ୍ଟମାସ କାରୋଳ ପାଳନ ଅବସରରେ ଯୋଗ ଦେଇଥିବା ଅତିଥି ଓ ଆଲୋକରେ ସଜ୍ଜିତ ଖ୍ରୀଷ୍ଟ ମହାବିଦ୍ୟାଳୟ

 

 

ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ୧୩ତମ ସାତ ସାହି କଟକ ନୃତ୍ୟ ଉତ୍ସବର ୫ମ ସନ୍ଧ୍ୟା,
ମୟୁରଭଞ୍ଜ କଳାକାରଙ୍କ ଦ୍ୱାରା ପରିବେଷିତ ପାରମ୍ପରିକ ଆଦିବାସୀ ନୃତ୍ୟ