ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୩ , ୨୦୨୨ )

ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ସକାଳ ସମୟରେ ଘନ କୁହୁଡି

 

 

କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଦୃଷ୍ଟିବାଧିତ ଟି୨୦ ବିଶ୍ୱକପ୍‌ : ଭାରତ ବନାମ ବାଂଲାଦେଶ

 

 

କଟକ ବାଦାମବାଡ଼ି ଅଞ୍ଚଳ ସକାଳ ୮ ଘଟିକାରେ ଘନ କୁହୁଡିରେ ଆଚ୍ଛାଦିତ

 

 

ଆଜି ଭୁବନେଶ୍ୱର କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ

 

 

କଟକ ଟାଉନ ହଲରେ ଓଡିଶା ମୋ ପରିବାର ପକ୍ଷ୍ୟରୁ ଅନୁଷ୍ଠିତ ଚକ୍ଷୁ ଚିକିତ୍ସା ଶିବିର

 

ଭୁବନେଶ୍ୱର ବିଗ୍ ବଜାରରୁ ଉନ୍ନତି ଭବନ ରୋଡରେ ବିଡିଏ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଚାଲିଛି