ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୧, ୨୦୨୦)

କଟକ ତୁଳସୀପୁର ହରିଣ ପାର୍କରେ ହରିଣଙ୍କୁ ବିସ୍କୁଟ ଖାଇବାକୁ ଦେଉଛନ୍ତି ଦର୍ଶକ

ଭୁବନେଶ୍ୱର ରସୁଲଗଡ଼-ବାଣୀବିହାର ଅସ୍ଥାୟୀ ଅଟୋଷ୍ଟାଣ୍ଡରେ କୋଭିଡ ନିୟମାବଳୀର ହେଉଛି ଅବମାନନା

କଟକ ସିଡିଏ ରିଂ ବନ୍ଧ ରାସ୍ତା ପାର୍ଶ୍ୱରେ ଥିବା ସିମେଣ୍ଟ କଂକ୍ରିଟ ପାଇପରେ ବିଶ୍ରାମ ନେଉଛନ୍ତି ବ୍ୟକ୍ତି