ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧୦, ୨୦୨୪ )

ପୁରୀରେ ଥିବା ଯେଗାଘର ଗୁଡିକୁ ଆଧୁନିକୀକରଣ କରାଯାଉଛି

 

 

ପୁରୀ ଶ୍ରୀମନ୍ଦିର ପାଖରେ କୁହୁଡି

 

 

କଟକ ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ବିଭିନ୍ନ ୱାର୍ଡ ପରିକ୍ରମା ପାଇଁ ବାହାରିଥିବା ଜୟ ଜଗନ୍ନାଥ ଅର୍ପଣ ରଥ

 

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆଯୋୖଜିତ ୧୧ତମ ଗୋଟିପୁଅ ନୃତ୍ୟ ଉତ୍ସବ