ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୫, ୨୦୨୦)

କଟକ ବିଡାନାସୀରେ ଜଳମଗ୍ନ ଅଞ୍ଚଳରୁ ମୋଟର ପମ୍ପ ଦ୍ୱାରା ଜଳ ନିଷ୍କାସନ କରାଯାଉଛି

କଟକ ରିଙ୍ଗବନ୍ଧ ରାସ୍ତାପାର୍ଶ୍ୱ ଗଛଡାଳରେ ବସିଥିବା ପକ୍ଷୀ

ମହାନଦୀ ପଠାରେ ଶୋଭା ପାଉଥିବା କାଶତଣ୍ଡୀ ଫୁଲ