ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୯, ୨୦୨୦)

କଟକରେ ଏକ ବରଗଛ ପାଲଟିଛି ପକ୍ଷୀଙ୍କ ଆଶ୍ରୟସ୍ଥଳୀ

ମହାନଦୀରେ ବୃଦ୍ଧି ପାଉଛି ଜଳସ୍ତର

କଟକରେ କାଠଯୋଡ଼ି ନଦୀ ପାର୍ଶ୍ୱରେ ଥିବା ବସ୍ତି ଜଳମଗ୍ନ

ଭୁବନେଶ୍ୱରରେ ସପ୍ତାହାନ୍ତ ଶଟଡାଉନ

ଭୁବନେଶ୍ୱର ରାଜମହଲ ଛକର ରାସ୍ତା ପାର୍ଶ୍ଵରେ ଜମିରହିଥିବା ପାଣିରେ ଖେଳୁଛନ୍ତି ପାରା