ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୫, ୨୦୨୦)

କଟକ ତୁଳସୀପୁର ଡିଅର ପାର୍କରେ ହରିଣଙ୍କ ବିଚରଣ

 

କଟକ ସିଡିଏରେ ସିଝା ମକା ବିକୁଛନ୍ତି ବ୍ୟବସାୟୀ

 

କଟକ ରେଳଷ୍ଟେଶନ ନିକଟରେ ରିକ୍ସା ଉପରେ ବିଶ୍ରାମ ନେଉଛନ୍ତି ଚାଳକ

 

କଟକ ବାଲିଯାତ୍ରା ତଳ ପଡିଆରେ ଥିବା ଏକ ଥୁଣ୍ଟା ଗଛରେ ଆଶ୍ରୟ ନେଇଛନ୍ତି ପକ୍ଷୀ

 

ରାଜଧାନୀରେ ଲଘୁଚାପ ଜନିତ ଲଗାଣ ବର୍ଷା