ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୯, ୨୦୨୧)

କରୋନା ମହାମାରୀ ଯୋଗୁ ବନ୍ଦ ଥିବା ବସ ଆଜିଠାରୁ ଚାଲୁଛି ଏବଂ ବାଦାମବାଡ଼ି ରେ ଯାତ୍ରୀମାନେ ବସ ରେ ଚଢୁଛନ୍ତି

ସୋମବାର ଠାରୁ ଭୁବନେଶ୍ୱର ରେ ମୋ ବସ ଗୁଡିକ ରାସ୍ତାରେ ଚାଲୁଛି