ସେପ୍ଟେମ୍ବର ମାସର ପ୍ରଥମ ଦିନ ଅର୍ଥାତ୍ ୧ ସେପ୍ଟେମ୍ବର ୨୦୨୬ ଅନେକ ରାଶିଙ୍କ ପାଇଁ ନୂଆ ଆଶା, ସଫଳତା ଓ ଖୁସି ନେଇ ଆସିପାରେ। ଗ୍ରହ-ନକ୍ଷତ୍ରଙ୍କ ଚଳନର ପ୍ରଭାବ ସମସ୍ତ ୧୨ଟି ରାଶିର ଜୀବନରେ ଦେଖିବାକୁ ମିଳିପାରେ। କାହାର କ୍ୟାରିୟର ଓ ଚାକିରିରେ ଉନ୍ନତିର ନୂଆ ସୁଯୋଗ ଆସିପାରେ, ତ ଆଉ କାହାର ବ୍ୟବସାୟରେ ଲାଭ ହେବା ସହ ଆର୍ଥିକ ସ୍ଥିତି ମଜବୁତ ହୋଇପାରେ। ପ୍ରେମ ସମ୍ପର୍କ, ପାରିବାରିକ ଜୀବନ ଓ ସୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆଜିର ଦିନ କିଛି ରାଶିଙ୍କ ପାଇଁ ବିଶେଷ ରହିପାରେ। ତେବେ କିଛି ରାଶିର ଲୋକଙ୍କୁ ଖର୍ଚ୍ଚ, ସ୍ବାସ୍ଥ୍ୟ ଓ ସମ୍ପର୍କକୁ ନେଇ ସତର୍କ ରହିବାକୁ ପଡ଼ିପାରେ। ଆସନ୍ତୁ ଜାଣିବା ମେଷଠାରୁ ମୀନ ପର୍ଯ୍ୟନ୍ତ ୧୨ ରାଶି ପାଇଁ କେମିତି ରହିବ ଆଜିର ଦିନ।
ମେଷ ରାଶି:
ଆଜି ଆପଣଙ୍କ ପାଇଁ ଉପଲବ୍ଧିର ନୂଆ ଅଧ୍ୟାୟ ଆରମ୍ଭ ହୋଇପାରେ। ଦୀର୍ଘଦିନ ଧରି ଅଟକିଥିବା କୌଣସି ଜରୁରୀ କାମ ସମ୍ପୂର୍ଣ୍ଣ ହେବାରୁ ମନକୁ ଆଶ୍ୱସ୍ତି ମିଳିବ। ପରିବାରରେ ପ୍ରେମ ଓ ଏକତା ବଜାୟ ରହିବ। ସନ୍ତାନଙ୍କ ଖୁସି ପାଇଁ ନୂଆ ଗାଡ଼ି କିଣିବାର ଯୋଜନା ସଫଳ ହୋଇପାରେ। ତେବେ ସୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ। ଅଜଣା ଲୋକଙ୍କ କଥାରେ ଅଧିକ ଭରସା କରିବାରୁ ମଧ୍ୟ ଦୂରେଇ ରୁହନ୍ତୁ। ଦିନଟି ସାଧାରଣ ଲାଗିଥିଲେ ମଧ୍ୟ ଏହା ଭିତରେ ଅନେକ ନୂଆ ସୁଯୋଗ ଲୁଚି ରହିପାରେ। ନୂଆ ଚାକିରିର ଅଫର୍ ଆକର୍ଷଣୀୟ ଲାଗିପାରେ, କିନ୍ତୁ ବର୍ତ୍ତମାନ ଚାକିରିରେ ରହିବା ଆପଣଙ୍କ ପାଇଁ ଅଧିକ ଭଲ ହୋଇପାରେ। ସମ୍ପର୍କରେ ଭରସା ବଢ଼ିବ। ବରିଷ୍ଠଙ୍କ ସହଯୋଗ ଆତ୍ମବିଶ୍ୱାସ ବଢ଼ାଇବ। ହଠାତ୍ ଖର୍ଚ୍ଚ ଆସିବାରୁ ଚିନ୍ତା ବଢ଼ିପାରେ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ଭବିଷ୍ୟତରେ ଲାଭଦାୟକ ହୋଇପାରେ।
ବୃଷ ରାଶି:
ଦିନଟି ସାଧାରଣ ଲାଗିଥିଲେ ମଧ୍ୟ ଏହା ଭିତରେ ଅନେକ ନୂଆ ସୁଯୋଗ ଲୁଚି ରହିପାରେ। ନୂଆ ଚାକିରିର ଅଫର୍ ଆକର୍ଷଣୀୟ ଲାଗିପାରେ, କିନ୍ତୁ ବର୍ତ୍ତମାନ ଚାକିରିରେ ରହିବା ଆପଣଙ୍କ ପାଇଁ ଅଧିକ ଭଲ ହୋଇପାରେ। ସମ୍ପର୍କରେ ଭରସା ବଢ଼ିବ। ବରିଷ୍ଠଙ୍କ ସହଯୋଗ ଆତ୍ମବିଶ୍ୱାସ ବଢ଼ାଇବ। ହଠାତ୍ ଖର୍ଚ୍ଚ ଆସିବାରୁ ଚିନ୍ତା ବଢ଼ିପାରେ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ଭବିଷ୍ୟତରେ ଲାଭଦାୟକ ହୋଇପାରେ।
ମିଥୁନ ରାଶି
ଆଜି ଟଙ୍କା ନେଣଦେଣରେ ସାମାନ୍ୟ ଅସାବଧାନତା ମଧ୍ୟ ଭାରୀ ପଡ଼ିପାରେ। ତେଣୁ ପ୍ରତ୍ୟେକ ଆର୍ଥିକ କାରବାର ଭାବିଚିନ୍ତି କରନ୍ତୁ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ ଏବଂ ପୁରୁଣା ସ୍ମୃତି ତାଜା ହେବ। ଦାୟିତ୍ୱରୁ ପଛକୁ ନ ହଟି ଆତ୍ମବିଶ୍ୱାସର ସହ ତାହାକୁ ପୂରଣ କରନ୍ତୁ। ଜୀବନସାଥୀଙ୍କ ପାଇଁ ଛୋଟ ଏକ ସରପ୍ରାଇଜ ସମ୍ପର୍କରେ ମିଠାସ ଭରିପାରେ। ଅଟକିଥିବା ଟଙ୍କା ଫେରିପାଇବାର ଆଶା ରହିଛି। ଆଜି ଜୀବନରେ କୌଣସି ସକାରାତ୍ମକ ପରିବର୍ତ୍ତନ ଆସିପାରେ। ସନ୍ତାନଙ୍କ ବ୍ୟବହାରକୁ ନେଇ ସାମାନ୍ୟ ଚିନ୍ତା ରହିପାରେ, କିନ୍ତୁ ର୍ଧଯ୍ୟ ଓ ଭଲପାଇବାରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରିବେ। ଆଜି ଆପଣଙ୍କ ରାଗ ହିଁ ଆପଣଙ୍କ ଦୁର୍ବଳତା ପାଲଟିପାରେ, ତେଣୁ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭାଇଭଉଣୀଙ୍କ ସହ ପୁରୁଣା ବିବାଦ ଆଲୋଚନା ମାଧ୍ୟମରେ ସମାଧାନ କରିବାର ଭଲ ସମୟ। ଦୀର୍ଘଦିନ ଧରି ଅଟକିଥିବା ସରକାରୀ କାମ ସମ୍ପୂର୍ଣ୍ଣ ହେବାର ଖବର ମିଳିପାରେ।
ସିଂହ ରାଶି:
ଆଜି ଦିନସାରା ବ୍ୟସ୍ତତା ଓ ଦାୟିତ୍ୱ ଆପଣଙ୍କୁ ବ୍ୟସ୍ତ ରଖିବ, କିନ୍ତୁ ପରିଶ୍ରମର ଭଲ ଫଳ ମଧ୍ୟ ମିଳିବ। ବ୍ୟବସାୟରେ ନୂଆ ପାର୍ଟନରସିପ ଭବିଷ୍ୟତରେ ଲାଭଦାୟକ ହୋଇପାରେ। ପରିବାରରେ ବିବାହ ସମ୍ପର୍କିତ ପୁରୁଣା ବାଧା ଦୂର ହେବାରୁ ଖୁସିର ପରିବେଶ ସୃଷ୍ଟି ହେବ। କାମର ଚାପ ଯୋଗୁଁ ଥକାପଣ କିମ୍ବା ମୁଣ୍ଡବିନ୍ଧା ହୋଇପାରେ। ତେଣୁ ମଝିରେ ମଝିରେ ବିଶ୍ରାମ ନିଅନ୍ତୁ। ଆବଶ୍ୟକତା ଥିଲେ ମଧ୍ୟ ଋଣ ନେବାରୁ ଦୂରେଇ ରୁହନ୍ତୁ। ଆଜି ସଫଳତାର ମୁଖ୍ୟ ମନ୍ତ୍ର ହେଉଛି ଦାୟିତ୍ୱକୁ ସମୟରେ ପୂରଣ କରିବା। ପରିବାରର ବୟସ୍କ ସଦସ୍ୟଙ୍କ ସୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ରାଜନୀତି କିମ୍ବା ସାମାଜିକ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିପାରେ। ଆପଣଙ୍କ ଲୋକପ୍ରିୟତା ଓ ସମର୍ଥନ ବଢ଼ିପାରେ। ନୂଆ ପଦ, ଦାୟିତ୍ୱ କିମ୍ବା ସମ୍ମାନ ମିଳିବାର ସଙ୍କେତ ରହିଛି। ଯାତ୍ରା ସମୟରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ।
କର୍କଟ ରାଶି:
ଆଜି ଜୀବନରେ କୌଣସି ସକାରାତ୍ମକ ପରିବର୍ତ୍ତନ ଆସିପାରେ। ସନ୍ତାନଙ୍କ ବ୍ୟବହାରକୁ ନେଇ ସାମାନ୍ୟ ଚିନ୍ତା ରହିପାରେ, କିନ୍ତୁ ର୍ଧଯ୍ୟ ଓ ଭଲପାଇବାରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରିବେ। ଆଜି ଆପଣଙ୍କ ରାଗ ହିଁ ଆପଣଙ୍କ ଦୁର୍ବଳତା ପାଲଟିପାରେ, ତେଣୁ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭାଇଭଉଣୀଙ୍କ ସହ ପୁରୁଣା ବିବାଦ ଆଲୋଚନା ମାଧ୍ୟମରେ ସମାଧାନ କରିବାର ଭଲ ସମୟ। ଦୀର୍ଘଦିନ ଧରି ଅଟକିଥିବା ସରକାରୀ କାମ ସମ୍ପୂର୍ଣ୍ଣ ହେବାର ଖବର ମିଳିପାରେ।
ସିଂହ ରାଶି:
ଆଜି ଦିନସାରା ବ୍ୟସ୍ତତା ଓ ଦାୟିତ୍ୱ ଆପଣଙ୍କୁ ବ୍ୟସ୍ତ ରଖିବ, କିନ୍ତୁ ପରିଶ୍ରମର ଭଲ ଫଳ ମଧ୍ୟ ମିଳିବ। ବ୍ୟବସାୟରେ ନୂଆ ପାର୍ଟନରସିପ ଭବିଷ୍ୟତରେ ଲାଭଦାୟକ ହୋଇପାରେ। ପରିବାରରେ ବିବାହ ସମ୍ପର୍କିତ ପୁରୁଣା ବାଧା ଦୂର ହେବାରୁ ଖୁସିର ପରିବେଶ ସୃଷ୍ଟି ହେବ। କାମର ଚାପ ଯୋଗୁଁ ଥକାପଣ କିମ୍ବା ମୁଣ୍ଡବିନ୍ଧା ହୋଇପାରେ। ତେଣୁ ମଝିରେ ମଝିରେ ବିଶ୍ରାମ ନିଅନ୍ତୁ। ଆବଶ୍ୟକତା ଥିଲେ ମଧ୍ୟ ଋଣ ନେବାରୁ ଦୂରେଇ ରୁହନ୍ତୁ।
କନ୍ୟା ରାଶି:
ଆଜି ସଫଳତାର ମୁଖ୍ୟ ମନ୍ତ୍ର ହେଉଛି ଦାୟିତ୍ୱକୁ ସମୟରେ ପୂରଣ କରିବା। ପରିବାରର ବୟସ୍କ ସଦସ୍ୟଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ରାଜନୀତି କିମ୍ବା ସାମାଜିକ କ୍ଷେତ୍ର ସହ ଜଡ଼ିତ ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିପାରେ। ଆପଣଙ୍କ ଲୋକପ୍ରିୟତା ଓ ସମର୍ଥନ ବଢ଼ିପାରେ। ନୂଆ ପଦ, ଦାୟିତ୍ୱ କିମ୍ବା ସମ୍ମାନ ମିଳିବାର ସଙ୍କେତ ରହିଛି। ଯାତ୍ରା ସମୟରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ।
ତୁଳା ରାଶି:
ଆଜି ଆର୍ଥିକ ସନ୍ତୁଳନ ବଜାୟ ରଖିବା ଆପଣଙ୍କ ପାଇଁ ସବୁଠାରୁ ଜରୁରୀ। ଆୟ ଭଲ ହୋଇପାରେ, କିନ୍ତୁ ଖର୍ଚ୍ଚ ନିୟନ୍ତ୍ରଣ ନ କଲେ ଚିନ୍ତା ବଢ଼ିପାରେ। ପରିବାରର ବ୍ୟକ୍ତିଗତ ସମସ୍ୟାର ସମାଧାନରେ ବାହାର ଲୋକଙ୍କ ପରାମର୍ଶ ନେବାରୁ ଦୂରେଇ ରୁହନ୍ତୁ। କୌଣସି ବରିଷ୍ଠ କିମ୍ବା ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଠିକ ଦିଗ ଦେଖାଇପାରେ। ସ୍ବାସ୍ଥ୍ୟକୁ ଅଣଦେଖା କଲେ ଛୋଟ ସମସ୍ୟା ବଡ଼ ହୋଇପାରେ। ଅଫସରେ କାମ ଉପରେ ଧ୍ୟାନ ଦିଅନ୍ତୁ।
ବିଛା ରାଶି:
ଆଜିର ଦିନ ଖୁସି, ସାକ୍ଷାତ ଓ ନୂଆ ପରିବର୍ତ୍ତନ ନେଇ ଆସିପାରେ। ଦୂରରେ ରହୁଥିବା କୌଣସି ପ୍ରିୟ ବ୍ୟକ୍ତି ହଠାତ୍ ଦେଖା ହୋଇପାରନ୍ତି। ଘରର ସାଜସଜ୍ଜା, ମରାମତି କିମ୍ବା ରିନୋଭେସନରେ ଖର୍ଚ୍ଚ ବଢ଼ିପାରେ, କିନ୍ତୁ ଏହା ଘରର ପରିବେଶକୁ ଆହୁରି ସୁନ୍ଦର କରିବ। ଟଙ୍କା ସମ୍ପର୍କିତ କିଛି ସମସ୍ୟା ସମାଧାନ ହେବାରୁ ଅଟକିଥିବା କାମ ଗତି ପାଇବ। ମା’ଙ୍କ ପରାମର୍ଶକୁ ଗୁରୁତ୍ୱ ଦିଅନ୍ତୁ।
ଧନୁ ରାଶି:
ଆଜି ଉନ୍ନତିର ଅନେକ ରାସ୍ତା ଆପଣଙ୍କ ସାମ୍ନାରେ ଖୋଲିପାରେ। ବ୍ୟବସାୟକୁ ନୂଆ ଉଚ୍ଚତାକୁ ନେବା ପାଇଁ କରିଥିବା ଯୋଜନା ଆଶାଠାରୁ ଭଲ ଫଳ ଦେଇପାରେ। ବନ୍ଧୁଙ୍କ ସହ ସମୟ ବିତାଇବା ଦ୍ୱାରା ମାନସିକ ଚାପ କମିବ। ସନ୍ତାନଙ୍କ ସଫଳତା ଆପଣଙ୍କୁ ଗର୍ବିତ କରିବ। ପ୍ରେମ ଜୀବନରେ କୌଣସି ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ଦିନକୁ ସ୍ମରଣୀୟ କରିପାରେ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଖବର ମିଳିପାରେ।
ମକର ରାଶି:
ଆଜି ଆପଣଙ୍କ ପ୍ରଗତିର ଗତି ଦ୍ରୁତ ରହିପାରେ ଏବଂ ଆପଣଙ୍କ ପରିଶ୍ରମ ଅନ୍ୟମାନଙ୍କ ନଜରକୁ ଆସିବ। ତେବେ ଆପଣଙ୍କ ସଫଳତା କିଛି ଲୋକଙ୍କୁ ପସନ୍ଦ ନ ଆସିପାରେ, ଯାହା ଫଳରେ ନୂଆ ବିରୋଧୀ ସୃଷ୍ଟି ହୋଇପାରନ୍ତି। ରାଜନୀତି କିମ୍ବା ସାମାଜିକ କ୍ଷେତ୍ରରେ ପ୍ରତ୍ୟେକ ପଦକ୍ଷେପ ଭାବିଚିନ୍ତି ନିଅନ୍ତୁ। ସରକାରୀ କାମରେ ସଫଳତା ମିଳିପାରେ। ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭର କରିବାରୁ ଦୂରେଇ ରୁହନ୍ତୁ।
କୁମ୍ଭ ରାଶି:
ଆଜି ଆପଣଙ୍କ ପାଇଁ ସୁଖ, ଶାନ୍ତି ଓ ପାରିବାରିକ ପ୍ରେମର ଦିନ ହୋଇପାରେ। ଘରେ ଏକତା ଓ ସକାରାତ୍ମକ ପରିବେଶ ରହିବ। ସନ୍ତାନଙ୍କ ପରୀକ୍ଷାର ଭଲ ଫଳାଫଳ ଆପଣଙ୍କ ଚିନ୍ତା ଦୂର କରିପାରେ। ଜୀବନସାଥୀଙ୍କୁ ପଦୋନ୍ନତି ମିଳିବାରୁ ଘରେ ଖୁସିର ପରିବେଶ ରହିବ। ଭାଇଭଉଣୀଙ୍କ ପରାମର୍ଶ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଆପଣଙ୍କ କାମରେ ଆସିପାରେ। ବନ୍ଧୁଙ୍କ ସହ ଭଲ ସମୟ ବିତିବ।
ମୀନ ରାଶି:
ଆଜି ସାମାନ୍ୟ ଅସାବଧାନତା ମଧ୍ୟ ସମସ୍ୟା ବଢ଼ାଇପାରେ। ତେଣୁ ପ୍ରତ୍ୟେକ ପଦକ୍ଷେପ ଭାବିଚିନ୍ତି ନିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ କାହା ସହ ବିବାଦ ହେବାର ସମ୍ଭାବନା ରହିଛି, ତେଣୁ ରାଗରେ ଏପରି କିଛି କୁହନ୍ତୁ ନାହିଁ ଯାହା ପରେ ପଶ୍ଚାତାପର କାରଣ ହେବ। ଅବିବାହିତ ଲୋକଙ୍କ ଜୀବନରେ ପ୍ରେମର ନୂଆ ଆରମ୍ଭ ହୋଇପାରେ। ବ୍ୟବସାୟରେ ସଠିକ ନିବେଶ ଭବିଷ୍ୟତରେ ଭଲ ଲାଭ ଦେଇପାରେ। ପାର୍ଟନରସିପ କରିବା ପୂର୍ବରୁ ସମସ୍ତ ସର୍ତ୍ତ ଓ ସାଥୀଙ୍କ ସମ୍ପର୍କରେ ଭଲ ଭାବେ ଯାଞ୍ଚ କରନ୍ତୁ।

