ଧାମନଗର ଉପନିର୍ବାଚନ: ଆଜି ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷଦିନ

ଭଦ୍ରକ ଅଫିସ,୧୭ା୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷଦିନ। ତେବେ ଆଜି ସାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାପରେ କେଉଁ ପ୍ରାର୍ଥୀ ରହିବେ, କାହା କାହା ମଧ୍ୟରେ ନିର୍ବାଚନ ମଇଦାନରେ କଡ଼ା ମୁକାବିଲା ହେବ ତାହା ଜଣାପଡ଼ିବ।