Categories: ଜାତୀୟ

ମେଘାଳୟରେ ଟିଏମସି-ଏନପିପି କଡ଼ା ଟକ୍କର…

ଶିଲଂ,୨।୩: ବିଧାନସଭା ନିର୍ବାଚନର ଭୋଟ ଗଣତିରେ ମେଘାଳୟରେ ଟିଏମସି ଏବଂ ଏନପିପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଏଠାରେ ଭାଜପା ୮ଟି ଆସନରେ ଆଗୁଆ ଥିବାବେଳେ ଏନପିପି ୧୬ରେ, ଟିଏମସି ୧୬ରେ, କଂଗ୍ରେସ ୧୦ରେ ଏବଂ ଅନ୍ୟଦଳ ୧୦ ଆସନରେ ଆଗୁଆ ରହିଛନ୍ତି।

Share