କନ୍ୟା
କର୍ମଭାବସ୍ଥ ଶୁଭଗ୍ରହ ଆପଣଙ୍କ ଆଶା ଓ ଅଭିଳାଷକୁ ଚରିତାର୍ଥ କରାଇବାରେ ସହାୟକ ହେବେ। ଦୀର୍ଘ ଦିନର ସୁପରିକଳ୍ପିତ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ ଓ ବନ୍ଧୁ ମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ସଭାସମିତିରେ କିମ୍ବା ଆଲୋଚନା କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି।
ଧନୁ
ରାଶ୍ୟାଧିପ ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ଏବଂ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ବଢିବ। ସ୍ଥଗିତ ରହିଯାଇଥିବା କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ା ସାହିତ୍ୟ, କଳା,କ୍ରୀଡା,ସଙ୍ଗୀତ ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁସମ୍ପର୍କର ସୂତ୍ର ଛିଣ୍ଡି ଯିବାର ଆଶଙ୍କା ରହିଛି।


