ଏହି ପ୍ରକାର ଲୋକଙ୍କ ଶରୀର ହୋଇଥାଏ ବିଷରେ ପରିପୂର୍ଣ୍ଣ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ସୁଖରେ ଜୀବନଯାପନ କରି ପାରିବ ଏହା ସହ ଚାଣକ୍ୟ ସତର୍କ କରାଇଛନ୍ତି। ଦୁର୍ଜନ ଲୋକଙ୍କ ଠାରୁ ଦୂରେଇ ରହିବା ପାଇଁ କହିଛନ୍ତି। ଏକ ଶ୍ଳୋକରେ ଚାଣକ୍ୟ କହିଛନ୍ତି ସାପ ବିଷ ତାହାର ଦାନ୍ତରେ ଥାଏ , ମାଛିର ବିଷ ତାହା ମୁଣ୍ଡରେ ଥାଏ ବିଛା ବିଷ ତାହାର ଲାଙ୍ଗୁଡରେ ଥାଏ।

ଅର୍ଥାତ ଏହି ସମସ୍ତ ବିଷାକ୍ତ ପ୍ରାଣୀମାନଙ୍କର ପ୍ରତ୍ୟେକ ଅଂଶରେ ବିଷ ଥାଏ, କିନ୍ତୁ ଏକ ଦୁର୍ଜନ ବ୍ୟକ୍ତିଙ୍କ ସମସ୍ତ ଅଙ୍ଗ ବିଷରେ ପରିପୂର୍ଣ୍ଣ ।

ସେମାନେ ସେମାନଙ୍କର ବିଷକୁ କେବଳ ଶିକାର ପାଇଁ କିମ୍ବା ସେମାନଙ୍କ ସୁରକ୍ଷା ପାଇଁ ବ୍ୟବହାର କରନ୍ତି। ମାତ୍ର ଦୁଷ୍ଟମାନେ ସର୍ବଦା ବିଷାକ୍ତ ହୋଇଥା’ନ୍ତି ।