ପୁରୁଷୋତ୍ତମପୁର ଥାନାର ୧୩ ଗୋଟି ଗ୍ରାମ ଜିବ ହିଞ୍ଜିଳୀ ଥାନା

ପୁରୁଷୋତ୍ତମପୁର,୨୮।୬(ସିମାଞ୍ଚଳମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନରେ ଥିବା ପାଞ୍ଚଟି ପଞ୍ଚାୟତର ୧୩ଟି ଗ୍ରାମ ହିଞ୍ଜିଳି ଥାନା ଅଧୀନକୁ ସ୍ତାନାନ୍ତର ଲାଗି ଓଡ଼ିଶା ସରକାରଙ୍କ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ମଙ୍ଗଗଳବାର ଚିଠି ନଂ ୨୬୧୩୯ ପ୍ରକାରେ ଘୋଷଣା କରାଯାଇଛି। ଏହା ଗେଜେଟ ପ୍ରକାଶ ପରେ କାର୍ଯକାରୀ ହେବାର ନେଇ ସୂଚିତ କରାଯାଇଛି। ସ୍ତାନାନ୍ତତରିତ ହେଉଥିବା ଏହି ଗ୍ରାମ ଗୁଡିକ ହେଲା ଭାବନ୍ଧ ପଞ୍ଚାୟତର ଭାବନ୍ଧ, ଶିଖରପୁର, ସର୍ଯ୍ୟନାରାୟଣପୁର, ଧୋବାଡ଼ି ପଞ୍ଚାୟତର ଧୋବାଡିପାଟପୁର, ପାଟପୁର, ନନ୍ଦିକ ପଞ୍ଚାୟତର ନନ୍ଦିକ, ପୁଟଆପଦର ପଞ୍ଚାୟତର ବାଳକୁଷ୍ଣପୁର, ଦୟାନିଧିପୁର ଶାସନ, ଦିଗାପଡା, ପୁଟିଆ ପଦର, ଓ ସାହାପୁର ପଞ୍ଚାୟତର ହନ୍ତତସ, ସାହାପୁର, ଶିଳ୍ପାପଲ୍ଲୀ ା ଏହି ପୁରୁଷୋତ୍ତମପୁର ଥାନା ଅଧୀନରେ ୨୮ଟି ପଞ୍ଚାୟତର ୧୧୮ଟି ଗ୍ରାମ ରହିଥିବା ବେଳେ ତାହା ୧୦୫ ଗୋଟିକୁ ଖସିଆସିବା