Posted inଫୁରସତ

ଏହି ୫ ରାଶିର ବ୍ୟକ୍ତିଙ୍କୁ ଉଧାର ଦେଉଥିଲେ ହୁଅନ୍ତୁ ସାବଧାନ

ଆବଶ୍ୟକ ପଡିଲେ କାହାକୁ ଉଧାର ଦେବା ପୁଣ୍ୟର କଥା ବୋଲି ଧରାଯାଏ। ଉଧାର ଦେବା ଏବଂ ନେବା ଲୋକଙ୍କ ଯଦି ବୁଝାମଣା ଠିକ୍‌ ରହେ ତେବେ କୌଣସି ଅସୁବିଧା ଉପୁଜେ ନାହିଁ। ବେଳେବେଳେ ଉଧାର ଟଙ୍କା ପାଇଁ ସମ୍ପର୍କ ଭାଙ୍ଗିଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୫ ରାଶିର ବ୍ୟକ୍ତିଙ୍କୁ ଉଧାର ଦେଉଥିଲେ ସାବଧାନ ରୁହନ୍ତୁ। କାରଣ ଏମାନେ ଟଙ୍କା ନେଇ ଦେବାକୁ ଭୁଲି ଯାନ୍ତି।
ମିଥୁନ ରାଶି
ମିଥୁନ ରାଶି ବ୍ୟକ୍ତିଙ୍କ ସ୍ବଭାବ ବେଶ୍‌ ଉଚ୍ଚକୋଟୀର ହୋଇଥାଏ। କିନ୍ତୁ ଟଙ୍କା କାରବାରରେ ସେମାନେ କିଛି ପଛୁଆ ଥାନ୍ତି। ଟଙ୍କା ନେଇ ଦେବାକୁ ଭୁଲି ଯାନ୍ତି। ଏହି ରାଶିର ବ୍ୟକ୍ତିଙ୍କୁ ଟଙ୍କା ଦେଉଥିଲେ ୧୦୦ଥର ଭାବନ୍ତୁ।

ମକର ରାଶି
ଏହି ରାଶିର ବ୍ୟକ୍ତିମାନେ ପରିଶ୍ରମୀ ହୋଇଥାନ୍ତି। ପ୍ରବଳ ଟଙ୍କା ମଧ୍ୟ ରୋଜଗାର କରନ୍ତି। କିନ୍ତୁ ଖର୍ଚ୍ଚ କରିବାବେଳେ କିଛିଟା କୃପଣ ହୋଇଥାନ୍ତି। ତେଣୁ ଏହି ରାଶିର ବ୍ୟକ୍ତିଙ୍କୁ ଟଙ୍କା ଦେବା ପୂର୍ବରୁ ଭାବି ନିଅନ୍ତୁ।

ଧନୁ ରାଶି
ଏହି ରାଶିର ବ୍ୟକ୍ତିମାନେ ପ୍ରବଳ ଖର୍ଚ୍ଚ କରିଥାନ୍ତି। ସେମାନଙ୍କ ହାତରେ ଟଙ୍କା ରହେ ନାହିଁ। ଏହି କାରଣରୁ ଉଧାର ଟଙ୍କା ଫେରାଇବାରେ ସମୟ ନେଇଥାନ୍ତି।

ସିଂହ ରାଶି
ସିଂହ ରାଶିର ବ୍ୟକ୍ତିମାନେ ଉଧାର ଜିନିଷକୁ ନିଜର ବୋଲି ଭାବିଥାନ୍ତି। ତେଣୁ ଫେରାଇବା କଥା ଚିନ୍ତା ମଧ୍ୟ କରନ୍ତି ନାହିଁ। ଏହି ରାଶିର ବ୍ୟକ୍ତିଙ୍କୁ ଟଙ୍କା ଦେଉଥିଲେ ଥରୁଟିଏ ଚିନ୍ତା କରନ୍ତୁ।

ବୃଷ ରାଶି
ବଷ ରାଶିର ବ୍ୟକ୍ତିମାନେ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ଉଧାର ଟଙ୍କା ନେଇ ନିଜ କାମରେ ଲଗାନ୍ତି। ଏହାପରେ ଟଙ୍କା ଫେରାଇବା କଥା ଭୁଲି ଯାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri