ଆଖି ବନ୍ଦ କରି ଏହି ୪ ରାଶିର ଲୋକଙ୍କ ଉପରେ କରିପାରିବେ ବିଶ୍ୱାସ; ଯେତେବଡ଼ ବିପଦ ଆସୁ ଛାଡ଼ନ୍ତିନାହିଁ ହାତ

ବିଶ୍ୱାସଯୋଗ୍ୟ ସାଥୀ, ଜୀବନସାଥୀ ଏବଂ ସହକର୍ମୀ ବହୁତ କଷ୍ଟରେ ମିଳିଥାନ୍ତି, ଯେଉଁମାନଙ୍କୁ ଆପଣ ହୃଦୟର ସମସ୍ତ କଥା କହିପାରନ୍ତି। ନିଜ ଜୀବନର ସବୁକିଛି ବାଣ୍ଟିପାରନ୍ତି। କାହିଁକିନା ଯେତେବେଳେ କୌଣସି ବ୍ୟକ୍ତିର ବିଶ୍ୱାସ ଭାଙ୍ଗିଥାଏ ତେବେ ତାକୁ ଦୁଃଖ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଆଜି ଆମେ ଆପଣଙ୍କୁ କିଛି ଏଭଳି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ଉପରେ ଆପଣ ଆଖି ବୁଜି ବିଶ୍ୱାସ କରିପାରିବେ।

-ମେଷ ରାଶି:ଏହି ମାମଲାରେ ସର୍ବପ୍ରଥମ ନାମ ମେଷ ରାଶିର ଆସିଥାଏ। ଏହି ରାଶିର ଲୋକ ସଚ୍ଚୋଟ, ଦୟାଳୁ ଏବଂ ସତ୍ୟର ସହ ଛିଡ଼ା ହୋଇଥାନ୍ତି। ଏମାନଙ୍କୁ ଏପଟ ସେପଟ କଥା କହିବା ପସନ୍ଦ ନୁହେଁ। ଏମାନେ ସିଧା କଥା କହିବାକୁ ପସନ୍ଦ କରନ୍ତି। ଏମାନଙ୍କୁ ଅନ୍ୟ କେହି ନିଜର ମନ କଥା ବିନା ଦ୍ୱିଧାରେ କହିପାରେ।

-କର୍କଟ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କର୍କଟ ରାଶିର ଜାତକଧାରୀ ବିଶ୍ୱାସଯୋଗ୍ୟ ହେବା ସହ ବହୁତ ଭାବୁକ ହୋଇଥାନ୍ତି। ଏମାନେ ବିଶ୍ୱାସୀ ହେବା ସହ ସୁଖଦୁଃଖରେ ଛିଡ଼ା ହୋଇଥାନ୍ତି।

-ସିଂହ ରାଶି: ଜ୍ୟୋତିଷଶାସ୍ତ୍ର ଅନୁରେ ଏହି ରାଶିର ଲୋକ ବେଶ ସଚ୍ଚୋଟ ଏବଂ ଭରସାଯୋଗ୍ୟ। ଏମାନେ କେବେ ହେଲେ କାହା ଭରସା ଭାଙ୍ଗନ୍ତି ନାହିଁ। ଏମାନେ ବିପଦ ବେଳେ ହାତ ମଧ୍ୟ ଛାଡ଼ନ୍ତି ନାହିଁ। ଏଣୁ ଏମାନଙ୍କ ସହ ସହଜରେ ମନର କଥା କୁହାଯାଇପାରେ।

-ମକର ରାଶି: ଏହି ରାଶିର ଜାତକଧାରୀମାନଙ୍କ ଲୋକମାନେ ଉଦାହରଣ ଦେଇଥାନ୍ତି। ଏମାନଙ୍କ ଉପରେ ସହଜରେ ବିଶ୍ୱାସ କରାଯାଇପାରେ। ହେଲେ ଭାବୁକ ହେବା ଯୋଗୁ ଏମାନେ ନିଜର କଥା ଉପରେ କଣ୍ଟ୍ରୋଲ କରିପାରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri