ମନେ ରଖନ୍ତୁ, ଅସୁବିଧା ସମୟରେ କାମରେ ଆସିବ ଚାଣକ୍ୟଙ୍କ ଏହି ୩ କଥା

ଜୀବନର କୌଣସି ନା କୌଣସି ସମୟରେ ହଠାତ୍‌ ଏପରି ଜଟିଳ ପରିସ୍ଥିତି ଉପୁଜେ, ଯେଉଁଥିରୁ ଜଣେ ବ୍ୟକ୍ତି ନିଜକୁ ମୁକାଳିବା ପାଇଁ ଅସମର୍ଥ ହୋଇଥାଏ। କିଛି ଲୋକ ଧୈର୍ଯ୍ୟର ସହିତ କଷ୍ଟଦାୟକ ସମୟର ସମ୍ମୁଖୀନ ହେଉଥିବା ବେଳେ କିଛି ଲୋକ ନର୍ଭସ ହୋଇଯାଆନ୍ତି। ଅଧିକାଂଶ ଲୋକଙ୍କ ବୁଦ୍ଧି ବିବେକ ଅସୁବିଧା ସମୟରେ କାମ କରେ ନାହିଁ। ଏହି କାରଣରୁ ଜଣେ ବ୍ୟକ୍ତି ନିଜ ଜୀବନ ଏବଂ ସମ୍ପତ୍ତି ନଷ୍ଟ କରି ଦେଇଥାନ୍ତି। ଏପରି ପରିସ୍ଥିତିରେ ଯଦି ଆପଣଙ୍କ ସାମ୍ନାରେ କୌଣସି ଅସୁବିଧା ଆସୁଛି, ତେବେ ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ୩ଟି କଥାକୁ ମନେ ରଖିବା ଉଚିତ। ଚାଣକ୍ୟଙ୍କ ଏହି କଥାଗୁଡ଼ିକ କଠିନ ସମୟରେ ଅତ୍ୟନ୍ତ ଉପଯୋଗୀ। ବିପଦ ସମୟରେ ଜଣେ ବ୍ୟକ୍ତି କ’ଣ କରିବା ଉଚିତ ଏବଂ କେଉଁ ଜିନିଷକୁ ଧ୍ୟାନରେ ରଖିବା ଉଚିତ ସେ ବିଷୟରେ ଚାଣକ୍ୟ ତାଙ୍କ ନୀତିଶିକ୍ଷାରେ ବ୍ୟାଖ୍ୟା କରିଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ…

ଜଣେ ବ୍ୟକ୍ତି ସଙ୍କଟରୁ ମୁକ୍ତି ପାଇବା ପାଇଁ ଏକ ଦୃଢ଼ ରଣନୀତି କରିବା ଆବଶ୍ୟକ। ଯେତେବେଳେ ଜଣେ ବ୍ୟକ୍ତି ସଙ୍କଟ ସମୟରେ ଏଥିରୁ ମୁକ୍ତି ପାଇବା ପାଇଁ ରଣନୀତି ପ୍ରସ୍ତୁତ କରନ୍ତି, ସେତେବେଳେ ସେ ଏକ ପର୍ଯ୍ୟାୟ କ୍ରମେ କାର୍ଯ୍ୟ କରନ୍ତି ଏବଂ ଶେଷରେ ଜିତନ୍ତି।

ଚାଣକ୍ୟ କହିଛନ୍ତି, ଅସୁବିଧା ସମୟରେ ସତର୍କ ରହିବା ଅତ୍ୟନ୍ତ ଜରୁରୀ। କାରଣ ସଙ୍କଟ ସମୟରେ ଜଣେ ବ୍ୟକ୍ତିଙ୍କର ସୀମିତ ସୁଯୋଗ ଥାଏ ଏବଂ ଆହ୍ବାନ ମଧ୍ୟ ବଡ଼ ହୋଇଥାଏ। ଏପରି ପରିସ୍ଥିତିରେ, ସାମାନ୍ୟ ଭୁଲ୍‌ ଏକ ବଡ଼ କ୍ଷତି ଘଟାଇପାରେ, ତେଣୁ ଆଗରୁ ସତର୍କ ରହିବା ଅତ୍ୟନ୍ତ ଜରୁରୀ।

ଚାଣକ୍ୟ କହିଛନ୍ତି, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଜଣେ ବ୍ୟକ୍ତି ସକାରାତ୍ମକ ଚିନ୍ତାଧାରା ରଖିବା ଉଚିତ। ପରିସ୍ଥିତି ଯାହା ହେଉନା କାହିଁକ କେବେ ଧୈର୍ଯ୍ୟ ହରାନ୍ତୁ ନାହିଁ। ଯଦି ଏପରି କରନ୍ତି ତେବେ ବିନା ଯୁଦ୍ଧରେ ମଧ୍ୟ ଜିତାପଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri