Posted inଜାତୀୟ

ସିଡବ୍ଲ୍ୟୁସି ପାଇଁ ହେବନି ନିର୍ବାଚନ

ରାୟପୁର,୨୪।୨: ଚଳିତ ବର୍ଷ କଂଗ୍ରେସର ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି) ପାଇଁ ନିର୍ବାଚନ ନକରିବାକୁ ଶୁକ୍ରବାର ଷ୍ଟିଅରିଂ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନୂତନ ସିଡବ୍ଲ୍ୟୁସି ଗଠନ ପାଇଁ ଦଳର ଅଧ୍ୟକ୍ଷଙ୍କୁ ଅନୁମତି ଦିଆଯାଇଛି। ସୂଚନାଅନୁସାରେ, ପ୍ରାୟ ୪୫ଜଣ ନେତା ସିଡବ୍ଲ୍ୟୁସି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଆଉ ଏହି ନିଷ୍ପତ୍ତି ଉପରେ ସମସ୍ତେ ସହମତି ପ୍ରକାଶ କରିଥିଲେ। ଅନ୍ୟପଟେ ସର୍ବସମ୍ମତି ନିଷ୍ପତ୍ତିକ୍ରମେ ନୂତନ ସିଡବ୍ଲ୍ୟୁସି ଗଠନ ପାଇଁ କଂଗ୍ରେସ ଅଧ୍ୟକ୍ଷଙ୍କୁ ଅନୁମତି ଦିଆଯାଇଥିବା ନେଇ ମହାସଚିବ ଜୟରାମ ରମେଶ କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଛତିଶଗଡ଼ ରାୟପୁରରେ କଂଗ୍ରେସର ୮୫ତମ ସର୍ବଦଳୀୟ ଅଧିବେଶନ ଆୟୋଜିତ ହୋଇଛି। ଏଥିରେ ନୂତନ ସିଡବ୍ଲ୍ୟୁସି ଗଠନ ନିଷ୍ପତ୍ତିକୁ ସମସ୍ତେ ସମର୍ଥନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲେଫ୍ଟନାଣ୍ଟ ଗଭର୍ନରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଶ୍ରୀନଗର,୨୫।୨: ଜମ୍ମୁ-କଶ୍ମୀର ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନାଙ୍କ କାର ଶୁକ୍ରବାର ସକାଳେ ବାରାଣସୀରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ଆହତ...

ମୁମ୍ବାଇର ବସ୍ତି ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ

ମୁମ୍ବାଇ,୧୩।୩: ମୁମ୍ବାଇର ମଲାଡ ଅଞ୍ଚଳର ଅପା ପାଡା ବସ୍ତି ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମବାହିନୀର ୬ଟି ଗାଡି ଘଟଣାସ୍ଥଳରେ ପହଞ୍ଚି...

ନୂଆ ମୋଟର ଯାନ ନିୟମ ଅନୁଯାୟୀ ଚାଲାଣ କାଟିବାରୁ ବଞ୍ଚାଇ ପାରିବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ,୪।୯: ଚଳିତ ମାସ ଆରମ୍ଭରୁ ନୂଆ ମୋଟର ଯାନ ନିୟମ ଲାଗୁ ହୋଇଥିବା ବେଳେ ଏବେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ...

୨୦୨୪ ଲୋକ ସଭା ନିର୍ବାଚନ ପ୍ରଚାର ମୋଡର ଆରମ୍ଭ ଯୋଗୀଙ୍କ ଶପଥ ଗ୍ରହଣ ସମାରୋହ

ଲକ୍ଷ୍ନୌ,୨୫ ।୩: ମାର୍ଚ୍ଚ ୧୦ରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଜଣାପଡିବା ପରେ ୪ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ବିଜୟ ଲାଭ କରିଥିଲା...

ରାଗିଛନ୍ତି କି ସଞ୍ଜୟ!

ମୁମ୍ବାଇ,୩୧।୧୨: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସୋମବାର କରାଯାଇଛି। ଏଠାରେ ମେଣ୍ଟ ସରକାର ହୋଇଥିବାରୁ ପ୍ରାୟ ସବୁ ଦଳର ସଦସ୍ୟଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି। ଏଥିରେ ଏନ୍‌ସିପି...

ଇଡିରେ ହାଜର ହେବା ପୂର୍ବରୁ ଶିବସେନା କର୍ମୀଙ୍କୁ ସଞ୍ଜୟଙ୍କ ଅପିଲ

ମୁମ୍ବାଇ,୧ ।୭: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ଝଡ଼ ଶିବସେନା ନେତା ଏକନାଥ ସିନ୍ଧେଙ୍କ ଶପଥ ଗ୍ରହଣ ପରେ ଏକ ପ୍ରକାର ଶାନ୍ତ ପଡିଯାଇଛି । ହେଲେ...

ଲୋପ ପାଇବାକୁ ବସିଛି ଭାରତର ୧୯୭ ଭାଷା

ନୂଆଦିଲ୍ଲୀ,୧୦।୮: ଭାରତର ୧୯୭ ଭାଷା ଲୋପ ପାଇବାକୁ ବସିଛି। ସେଥିମଧ୍ୟରୁ ୧୦ଟି ବିଭିନ୍ନ ଭାଷା ସମ୍ପର୍କରେ ମାତ୍ର ଶହେ ଜଣେ ସୂଚନା ପ୍ରଦାନକାରୀ ରହିଛନ୍ତି। ଏସବୁ...

ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କଲେ ‘ଆତ୍ମନିର୍ଭର ଅଭିଯାନ’: ଉତ୍ତର ପ୍ରଦେଶରେ ୧.୨୫କୋଟି ଶ୍ରମିକଙ୍କୁ ମିଳିବ ରୋଜଗାର

ଲକ୍ଷ୍ନୌ,୨୬।୬: କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ଯୋଗୁ କୋଟି କୋଟି ଶ୍ରମିକ ନିଜ ଘରକୁ ଫେରିଆସିଛନ୍ତି। ରାଜ୍ୟକୁ ଫେରିବା ପରେ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ...

Advertisement
Archives

Model This Week