ଇଡେନ୍‌ ଗାର୍ଡେନ୍‌ରେ ହେବ କ୍ୱାରାଣ୍ଟାଇନ୍‌ ସେଣ୍ଟର

କୋଲକତା, ୧୧।୭: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର କୋଲକତାର ଲୋକପ୍ରିୟ କ୍ରିକେଟ ଷ୍ଟାଡ଼ିୟମ୍‌ରେ କରୋନା ଆକ୍ରାନ୍ତଙ୍କ ପାଇଁ ଇଡେନ୍‌ ଗାର୍ଡେନ୍‌ରେ କ୍ୱାରାଣ୍ଟାଇନ୍‌ ସେଣ୍ଟର କରିବାକୁ ଯୋଜନା କରିଛନ୍ତି। ଏନେଇ ପୋଲିସ ମୁଖ୍ୟାଳୟରେ ଏବେ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ କ୍ରିକେଟ ଆସୋସିଏଶନ୍‌ ଅପ୍‌ ବେଙ୍ଗାଲ(ସିଏବି)ର ସଭାପତି ଅଭିଷେକ ଡାଲମିଆ ଏବଂ ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲୀ ଉପସ୍ଥିତ ଥିଲେ। ଇଡେନ୍‌ ଗାର୍ଡେନ୍‌ର ୫ଟି ବ୍ଲକ୍‌ରେ କ୍ୱାରାଣ୍ଟାଇନ୍‌ ସେଣ୍ଟର କରାଯିବ ବୋଲି କୁହାଯାଉଛି। ଇ,ଏଫ୍‌, ଜି, ଏଚ୍‌ ବ୍ଲକ୍‌ରେ ପ୍ରାଥମିକ ଭାବେ କ୍ୱାରାଣ୍ଟାଇନ୍‌ ସେଣ୍ଟର ନିର୍ମାଣ କରାଯିବ। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲେ ଜେ ବ୍ଲକ୍‌କୁ ମଧ୍ୟ ଏଥିରେ ସାମିଲ୍‌ କରାଯିବ। ଗ୍ରାଉଣ୍ଡ୍‌ସ ମ୍ୟାନ୍‌ ଏବଂ ଷ୍ଟାଡ଼ିୟମ୍‌ର ଅନ୍ୟ କର୍ମଚାରୀଙ୍କୁ ବି,ସି, କେ ଏବଂ ଏଲ୍‌ ବ୍ଲକ୍‌କୁ ସ୍ଥାନାନ୍ତର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଭଲବନ୍ଧୁ କହିଲେ ଇସ୍ରାଏଲର ବଡ଼ ଶତ୍ରୁ, କରିଦେଲେ ଏମିତି ଦାବି…

ନୂଆଦିଲ୍ଲୀ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ତାଙ୍କୁ ପାଲେଷ୍ଟାଇନ ପ୍ରସଙ୍ଗ ଉଠାଇବାକୁ ଅନୁରୋଧ…

୨୫ବର୍ଷ ବୟସରେ କରନ୍ତୁ ୧୦୦୦ଟଙ୍କାର SIP, ମାସକୁ ହେବ ୨୦ହଜାର ଟଙ୍କାର ରୋଜଗାର

ନୂଆଦିଲ୍ଲୀ,୨୬।୨: 50 ବର୍ଷ ବୟସ ପରେ କେବଳ 1,000 ର ମାସିକ SIP ପେନସନ ପରି ଆୟ ସୃଷ୍ଟି କରିପାରିବ କି? ଉତ୍ତର ହେଉଛି ହଁ, ଯଦି…

ସ୍ବାମୀ-ସ୍ତ୍ରୀ ମଧ୍ୟରେ ଲାଗିଲା କଳି, ରାଗିକି ସ୍ବାମୀ ନେଲେ ଏମିତି ପଦକ୍ଷେପ

ଦେବଗଡ଼,୨୬ା୨(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ବରଡାତଇଲା ଗ୍ରାମରେ ସ୍ବାମୀ-ସ୍ତ୍ରୀ ଗଣ୍ଡଗୋଳର କରୁଣ ପରିଣତି ଦେଖିବାକୁ ମିଳିଛି। ଗଣ୍ଡଗୋଳ ପରେ ରାଗିଯାଇ ସ୍ତ୍ରୀ ବାପଘରକୁ…

ଭାରତୀୟଙ୍କ ତୁଳନାରେ କେତେ ଧନୀ ଇସ୍ରାଏଲୀ? ଗୋଟିଏ ଦିନରେ ରୋଜଗାର କରନ୍ତି ଏତେଟଙ୍କା…

ନୂଆଦିଲ୍ଲୀ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲକୁ ଦୁଇ ଦିନିଆ ଗସ୍ତରେ ଅଛନ୍ତି। ଗତ ନଅ ବର୍ଷ ମଧ୍ୟରେ ଏହା ତାଙ୍କର ଦ୍ୱିତୀୟ ଗସ୍ତ। ପୂର୍ୱରୁ ସେ ଜୁଲାଇ…

ତ୍ରିରଙ୍ଗା ପତାକାରେ ନାହିଁ ଅଶୋକ ଚକ୍ର ଚିହ୍ନ: ଖୋଲାଖୋଲି ସମ୍ଭିଧାନ

ଝାରସୁଗୁଡ଼ା,୨୬ା୨(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ରେଳଷ୍ଟେଶନ ପରିସରରେ ଉଡୁଥିବା ତ୍ରିରଙ୍ଗା ପତାକାରେ ଅଶୋକ ଚକ୍ର ଚିହ୍ନ ନାହିଁ। ଏହାକୁ ତୁରନ୍ତ ପରିବର୍ତ୍ତନ କରିବା ଝାରସୁଗୁଡାର ଟିମ୍‌ ସେଭ୍‌ ସଦସ୍ୟମାନେ…

୧୬ ନଂ ଜାତୀୟ ରାଜପଥ ଜାମ୍‌: ଅଟକି ରହିଛି ଶହ ଶହ ଗାଡ଼ି

ଭଦ୍ରକ, ୨୬/୨(ସନାତନ ରାଉତ)- ବୁଧବାର ରାତି ୧୨ଟାରୁ ଜାମ୍‌ ରହିଛି ୧୬ ନଂ ଜାତୀୟ ରାଜପଥ l ଭୁବନେଶ୍ୱରରୁ ବାଲେଶ୍ୱର ବାରିପଦା ଅଭିମୁଖେ ଯାଉଥିବା ଶହ ଶହ…

କ୍ଷମତା ନିୟନ୍ତ୍ରଣର ଯୁଗ

ଶିକ୍ଷାବିତ୍‌ଙ୍କ ବାସ୍ତବ ତଥ୍ୟ ଓ ରାଜନେତାଙ୍କ ବିଚାରର ଦ୍ୱନ୍ଦ୍ୱ ମଧ୍ୟରୁ କେଉଁଟିକୁ ପସନ୍ଦ କରିବ ବୋଲି ଭାରତ ଯେଭଳି ଜଟିଳତାର ସମ୍ମୁଖୀନ ହୋଇଛି ଚାଇନା ମଧ୍ୟ ସେହିଭଳି…

ବଡ଼ କୀର୍ତ୍ତିମାନ ହାସଲ କଲେ ମୋଦି: ଟ୍ରମ୍ପଙ୍କୁ ପଛରେ ପକାଇ ହେଲେ ନମ୍ବର-୧

ନୂଆଦିଲ୍ଲୀ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ୧୦୦ ନିୟୁତରୁ ଅଧିକ ଫଲୋଅର୍ସ ଥିବା ପ୍ରଥମ ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri