Advertisement

୨ ପୋଲିସ କଲୋନୀରେ ରାସ୍ତା ନାହିଁ କି ଡ୍ରେନ୍‌ ନାହିଁ

ଗଞ୍ଜାମ,୨୧ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରରେ ଥିବା ଉଭୟ ପୁରୁଣା ଓ ନୂଆ ପୋଲିସ କଲୋନୀ ଡ୍ରେନ୍‌ ଓ ରାସ୍ତାର ସୁବିଧା ନାହିଁ। ଫଳରେ ଉକ୍ତ ୨ଟି କଲୋନୀରେ ରହୁଥିବା ପୋଲିସ କର୍ମଚାରୀଙ୍କ ପରିବାର ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛତ୍ରପୁର ଏନ୍‌ଏସିର ୧୧ ନମ୍ବର ଓ୍ବାର୍ଡରେ ପୁରୁଣା ପୋଲିସ କଲୋନୀ ଓ ୧୪ ନମ୍ବର ଓ୍ବାର୍ଡରେ ନୂଆ ପୋଲିସ କଲୋନୀ ରହିଛି। ତେବେ ଏନ୍‌ଏସି କର୍ତ୍ତୃପକ୍ଷ ଉକ୍ତ ୨ ପୋଲିସ କଲୋନୀରେ ରାସ୍ତା ଓ ଡ୍ରେନ ନିର୍ମାଣ ଭୁଲିଯାଇଛନ୍ତି। ଶୁକ୍ରବାର ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘ ପକ୍ଷରୁ ଜିଲାପାଳ ଓ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ନିର୍ମାଣ ଗତି ମନ୍ଥର

ଝୁମ୍ପୁରା, ୪।୨(ଡି.ଏନ୍‌.ଏ.)- ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଝୁମ୍ପୁରା-ଉଖୁଣ୍ଡା ରାସ୍ତାର ଝୁମ୍ପୁରା ବ୍ଲକ ଓ ତହସିଲ କାର୍ଯ୍ୟାଳୟର ଅନତି ଦୂରରେ ପୂର୍ତ୍ତ ବିଭାଗ ଦ୍ୱାରା ପୋଲ ନିର୍ମାଣ...

ବୋମା ମାଡ଼ରେ ପୂର୍ବତନ କାଉନସିଲର ଗୁରୁତର ଘଟଣା: ୩ ଅଟକ, ଅଫୁଟା ବୋମା ନିଷ୍କ୍ରିୟ

ରାଉରକେଲା,୭।୨(ଡି.ଏନ୍‌.ଏ.): ରାଉରକେଲା ଉଦିତନଗର ଥାନା ଅଧୀନ ବାସନ୍ତୀ କଲୋନୀର ବାସିନ୍ଦା ତଥା ପୂର୍ବତନ କାଉନ୍‌ସିଲର ଆଶିଷ ମହାନ୍ତି (ବୁଲୁ)ଙ୍କୁ ବୋମାମାଡ଼ ଘଟଣାରେ ପୋଲିସ ୩ ଜଣଙ୍କୁ...

ଜିଲାପାଳ-ଓକିଲ ସଂଘ ବିବାଦ ସମାଧାନ

ଢେଙ୍କାନାଳ ଅଫିସ,୨୨ା୯ – ଢେଙ୍କାନାଳ ଜିଲାପାଳ ଓ ଓକିଲ ସଂଘ ମଧ୍ୟରେ ଶୁକ୍ରବାର ଦେଖାଦେଇଥିବା ବିବାଦର ସମାଧାନ ହୋଇଛି। ଶନିବାର ମଧ୍ୟାହ୍ନରେ ଉଭୟ ପକ୍ଷ ମଧ୍ୟରେ...

ପୋଲିସ ଗାଡ଼ିଧରି ଅଭିଯୁକ୍ତ ଫେରାର: ଏଏସ୍‌ଆଇ, ହାବିଲଦାର ନିଲମ୍ବିତ

ବାରିପଦା ଅଫିସ/ଉଦଳା,୧୧।୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ପୋଲିସ ହେପାଜତରୁ ଗୁରୁବାର ସନ୍ଧାରେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏ ନେଇ କାର୍ଯ୍ୟରେ ଅବହେଳା ଦର୍ଶାଇ...

ଯୌତୁକ ନିର୍ଯାତନା ଅଭିଯୋଗ: ସ୍ବାମୀ କୋର୍ଟ ଚାଲାଣ

ଗଞ୍ଜାମ,୩ା୧୨(ଡି.ଏନ.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ସ୍ତ୍ରୀ ସୁଫଳା ଦାସ...

ଦୁର୍ବିପାକ ପରିଚାଳନା ଅଭ୍ୟାସ ପ୍ରସ୍ତୁତି ବୈଠକ: ସଚେତନତା ପାଇଁ ୨୩ରେ ମାରାଥନ

ପୁରୀ ଅଫିସ, ୫।୧:  ଜାତୀୟ ଦୁର୍ବିପାକ ପ୍ରଶମନ ବାହିନୀ ପକ୍ଷରୁ ପୁରୀ ଜିଲାରେ ଦୁର୍ବିପାକ ପରିଚାଳନା ଅଭ୍ୟାସ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ନେଇ...

ଭାରରେ ନେବାବେଳେ ପ୍ରସବ

ଟିକିରି,୩୦ା୧୦(ଡି.ଏନ୍‌.ଏ.): ପକ୍କାରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିଲାନାହିଁ । ଗର୍ଭବତୀଙ୍କୁ ଭାରରେ ବୋହି ନେବାବେଳେ ଅଧାବାଟରେ ପ୍ରସବ କରିଛନ୍ତି। ରାୟଗଡ଼ା ଜିଲା କାଶୀପୁର ବ୍ଲକ...

କରୋନା କଟକଣାକୁ ଫୁ: ସନ୍ଧ୍ୟା ହେଲେ ଜମୁଛି ଲୁଡୁ, ତାସ୍‌ ଆସର

ଚୌଦ୍ୱାର,୧୩ା୪(ଡି.ଏନ୍‌.ଏ.): କରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱ ଆଜି ଚିନ୍ତାରେ। କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଏହି...

Advertisement
Archives

Model This Week