କରୋନାରେ ଆଖିବୁଜିଲେ ଯୁବକ

ହିନ୍ଦୋଳ,୧୯।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ୪ନଂ ୱାର୍ଡ ନୂଆପାଣିସାହି ଗ୍ରାମର ଜଣେ ଯୁବକଙ୍କ କରୋନାରେ ମୃତ୍ୟୁ ଘଟିଛି। ସେହେଲେ ଜିତେନ୍ଦ୍ର ପଟ୍ଟନାୟକ (୩୫)। ସେ ଗତ ଏକ ସପ୍ତାହ ଧରି କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ରହି ଚିକିତ୍ସାଧୀନ ଥିଲେ। ବୁଧବାର ତାଙ୍କର ପରଲୋକ ଘଟିଛି। ତେବେ ମେଡିକାଲ ପକ୍ଷରୁ ମୃତଦେହ ହସ୍ତାନ୍ତର କରା ନ ଯାଇ ପ୍ରଶାସନ ଦ୍ୱାରା ସତ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଗାଡ଼ି ଧରି ଯୁବକ ଛୁ

ଢେଙ୍କାନାଳ ଅଫିସ, ୧୬।୯: ସନ୍ଦେହଜନକ ଅବସ୍ଥାରେ ରାତିରେ ରାସ୍ତାରେ ବୁଲୁଥିବାବେଳେ ଉଠାଇ ଆଣିଥିଲା ପୋଲିସ। ଅସ୍ବାଭାବିକ ଆଚରଣରୁ ମାନସିକ ଭିନ୍ନକ୍ଷମ ହୋଇଥିବା ଅନୁମାନ କରି ପୋଲିସ...

ଅଧାବାଟରେ ଛାଡ଼ି ପଳାଇଲେ ପ୍ରେମିକ

ପରଜଙ୍ଗ, ୨୨।୮(ଡି.ଏନ.ଏ.) – ପ୍ରେମ ପ୍ରତାରଣାର ଶିକାର ହୋଇଥିବା ଜଣେ ବିବାହିତା ମହିଳା ସ୍ତ୍ରୀ ମାନ୍ୟତା ଦାବିରେ ତାଲା ଭାଙ୍ଗି ଅଭିଯୁକ୍ତ ପ୍ରେମିକଙ୍କ ଘରେ ପଶିବା...

ପରମ୍ପରା ବଞ୍ଚାଇବାକୁ ପ୍ରୟାସ

ଢେଙ୍କାନାଳ ଅଫିସ, ୨୮।୧୦ – ଦଶହରା ପରେ ଲକ୍ଷ୍ମୀପୂଜା ଉପରେ ଢାଙ୍କିଛି କରୋନା କଳାବାଦଲ। ପାର୍ବଣର ଅନ୍ୟତମ ପ୍ରମୁଖ ଉତ୍ସବକୁ ନେଇ ଚଳିତବର୍ଷ ନାହିଁ ଉତ୍ସାହ...

ରେଳଲାଇନରେ ଯୁବତୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଅଫିସ୍‌/ ଓଡ଼ାପଡ଼ା, ୯ା୩(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଓଡ଼ାପଡା ବ୍ଲକ ଝାରଗାଡିଆ ଫାଣ୍ଡି ଦାଣ୍ଡିମାଳ ପାସେଞ୍ଜର ହଲ୍ଟ ରେଲଓ୍ବେ ଷ୍ଟେଶନଠାରେ ଜଣେ ଯୁବତୀଙ୍କ ମୃତଦେହ ସୋମବାର...

ଜିଲାକୁ ଫାଇଲେରିଆ ମୁକ୍ତ କରିବା ଲକ୍ଷ୍ୟ: ‘ସାମୂହିକ ଔଷଧ ସେବନ ଲାଭଦାୟକ’

ଢେଙ୍କାନାଳ ଅଫିସ, ୯।୮-ଢେଙ୍କାନାଳକୁ ଫାଇଲେରିଆ ମୁକ୍ତ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଗୁରୁବାରଠାରୁ ଆରମ୍ଭ ହୋଇଛି ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ। ଜିଲାପାଳ ଭୂମେଶ...

କାଉଡ଼ିଆଙ୍କ ବୋଲବମ୍‌ ଶବ୍ଦରେ କମ୍ପିଲା ବୁଦ୍ଧେଶ୍ୱର

ଭୁବନ, ୨୨।୭(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ବୁଦ୍ଧେଶର ଶୈବପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାର ଜଳଲାଗି ପାଇଁ ୧୦ ହଜାରରୁ ଉଦ୍ଧର୍‌ବ କାଉଡ଼ିଆଙ୍କ ସମାଗମ ହୋଇଥିଲା।...

ଦନ୍ତା ଆକ୍ରମଣରେ ଦୁଇ ଗୁରୁତର, ୫ ଆହତ; ଦୌଡ଼ିବା ବେଳେ କେନାଲରେ ଖସିପଡ଼ିଲା

ପରଜଙ୍ଗ,୧୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଚାନ୍ଦପୁର ଗାଁରେ ବୁଧବାର ଦନ୍ତାହାତୀ ଆତଙ୍କ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ଦୁଇଜଣ...

ଆଇଆଇଏମ୍‌ସି ପ୍ରତିଷ୍ଠା ଦିବସ: ଜାତୀୟତାବାଦ ସୃଷ୍ଟିରେ ଖବରକାଗଜ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ, ୧୮।୮:  ପରାଧୀନ ଭାରତର ଜନତାଙ୍କ ମଧ୍ୟରେ ଜାତୀୟତାବାଦ ସୃଷ୍ଟି କରିବାରେ ଆଞ୍ଚଳିକ ଭାଷାଭାଷୀ ଖବରକାଗଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେତେବେଳେ ଖବରକାଗଜଗୁଡ଼ିକ ବ୍ରିଟିଶ ଶାସନ...

Advertisement


Archives

Model This Week