Posted inଫୁରସତ

ଖ୍ରୀଷ୍ଟମାସରେ ନିଜକୁ ଏମିତି ଉପହାର ଦେଲେ ଦୁନିଆର ସବୁଠୁ ବଡ଼ ଓଠ ଥିବା ମହିଳା

ଆଜିକାଲି ଲୋକମାନେ ସୁନ୍ଦର ଦେଖାଯିବା ପାଇଁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। କିଛି ଲୋକ ଅଛନ୍ତି ଯେଉଁମାନେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ କରିବା ପାଇଁ ନୂତନ ପରୀକ୍ଷଣ କରନ୍ତି। ବୁଲଗେରିଆର ଆଣ୍ଡ୍ରେଆ ଇଭାନୋଭା ଦୁନିଆର ସବୁଠୁ ବଡ ଓଠ ଥିବା ମହିଳା ଭାବରେ ଜଣାଶୁଣା।
ଖ୍ରୀଷ୍ଟମାସ ଅବସରରେ ପ୍ରତିବର୍ଷ ଆଣ୍ଡ୍ରେଆ ଇଭାନୋଭା ତାଙ୍କ ଓଠରେ ଫିଲର୍ସ ଲଗାନ୍ତି। ଚଳିତ ବର୍ଷ ଇଭାନୋଭା ଖ୍ରୀଷ୍ଟମାସ ଉପହାର ଭାବରେ ନିଜ ପାଇଁ ଅନେକ ଲିପ ଫିଲର୍ସ କିଣିଛନ୍ତି। ଆଣ୍ଡ୍ରେଆ ଏପର୍ଯ୍ୟନ୍ତ ତାଙ୍କ ଓଠରେ କୋଡ଼ିଏ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି କିନ୍ତୁ ବର୍ତ୍ତମାନ ଏହି ମହିଳା ଦୁନିଆର ସବୁଠୁ ବଡ ଗାଲ ଥିବା ମହିଳା ହେବାକୁ ଚାହୁଁଛନ୍ତି।
ଇଭାନୋଭା ସ୍ବୀକାର କରିଛନ୍ତି, ତାଙ୍କ ଅବସ୍ଥା ଦେଖି ତାଙ୍କ ସାଙ୍ଗ ଏବଂ ପରିବାର ଏବେ ତାଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ଅଛନ୍ତି। ସେମାନେ (ପରିବାର ଏବଂ ସମ୍ପର୍କୀୟ) ଭାବନ୍ତି ଯେ ମୋ ସହ କିଛି ଖରାପ ଘଟଣା ଘଟିବ ଏବଂ ଭବିଷ୍ୟତରେ ଏହି ଜିନିଷଗୁଡ଼ିକ ସାଂଘାତିକ ପରିଣାମ ଆଣିପାରେ। ମୁଁ ଜାଣେ ସେମାନେ ମୋର ପରିବର୍ତ୍ତନକୁ ପସନ୍ଦ କରନ୍ତି ନାହିଁ, ସେମାନେ ଭାବନ୍ତି ମୁଁ ବହୁତ ଅଦ୍ଭୁତ ଏବଂ ଖରାପ ଦେଖାଯାଉଛି, କିନ୍ତୁ ମୁଁ ନିଜକୁ ଏହିପରି ପସନ୍ଦ କରେ।
୨୬ ବର୍ଷୀୟା ଇଭାନୋଭା କହିଛନ୍ତି, ମୁଁ ଏପରି ଏକ ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହିବାକୁ ପସନ୍ଦ କରିବି, ଯିଏ କି ସର୍ବସାଧାରଣ ସ୍ଥାନରେ ମୋ ସହ ଚାଲିବାକୁ ଲଜ୍ଜା ଅନୁଭବ କରିବ ନାହିଁ। ଯଦି ମୋ ସାଥୀ ମୋ ସହ ଚାଲିବାରେ ଅସହଜ କିମ୍ବା ଲଜ୍ଜାଜନକ, ତେବେ ମୁଁ ସମ୍ପର୍କ ଭାଙ୍ଗିଦେବି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?