ଆଜି ୬ ମିନିଟ୍‌ ପାଇଁ ସାରା ବିଶ୍ୱରେ ଘୋଟିଯିବ ଅନ୍ଧାର! ଆକାଶରେ ଦିଶିବ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ପରାଗକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂଗୋଳୀୟ ଘଟଣା ଭାବରେ ବିବେଚନା କରାଯାଏ । ସାରା ବିଶ୍ୱର ଜ୍ୟୋତିଷ ଓ ବୈଜ୍ଞାନିକମାନେ ଗ୍ରହଣ ଓ ପରାଗ ଉପରେ ନଜର ରଖନ୍ତି କାରଣ ଏହା ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ସୂର୍ଯ୍ୟ ପରାଗ ବିଷୟରେ ଖବର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କୁହାଯାଇଛି ଯେ ୨ ଅଗଷ୍ଟ, ୨୦୨୫ରେ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସବୁଠାରୁ ଦୀର୍ଘ ସୂର୍ଯ୍ୟଗ୍ରହଣ ହେବାକୁ ଯାଉଛି। ଆସନ୍ତୁ ଜାଣିବା ଏହି ଦାବିରେ କେତେ ସତ୍ୟତା ଅଛି?

ସୋସିଆଲ ମିଡିଆରେ ଏକ ଭାଇରାଲ ଦାବି ଅନୁଯାୟୀ, ଅଗଷ୍ଟ ୨, ୨୦୨୫ରେ ସୂର୍ଯ୍ୟଗ୍ରହଣ ହେତୁ ସାରା ବିଶ୍ୱ ୬ ମିନିଟ ପାଇଁ ସମ୍ପୂର୍ଣ୍ଣ ଅନ୍ଧାରରେ ବୁଡିଯିବ ବୋଲି କୁହାଯାଉଛି। ଏହି ଦାବି ଅନୁସାରେ, ଏହା ଏକ ଅତ୍ୟନ୍ତ ବିରଳ ଘଟଣା ଏବଂ ଆଗାମୀ ଶତାବ୍ଦୀ ପର୍ଯ୍ୟନ୍ତ ଏପରି ଘଟଣା ଘଟିବ ନାହିଁ। କିନ୍ତୁ ନାସା ଏବଂ ଅନ୍ୟାନ୍ୟ ଖଗୋଳ ବିଶେଷଜ୍ଞମାନେ ଏହି ଦାବିକୁ ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି।

ଅଗଷ୍ଟରେ ସୂର୍ଯ୍ୟ ପରାଗ ହେବାର ଖବରରେ କୌଣସି ସତ୍ୟତା ନାହିଁ ଏବଂ ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଓ ନାସାର ସରକାରୀ କ୍ୟାଲେଣ୍ଡର ଅନୁଯାୟୀ, ୨ ଅଗଷ୍ଟ, ୨୦୨୫ରେ କୌଣସି ଆଂଶିକ କିମ୍ବା ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ ନାହିଁ। ୨୦୨୫ ମସିହାରେ ଦୁଇଟି ସୂର୍ଯ୍ୟ ପରାଗ ହେବ। ପ୍ରଥମ ସୂର୍ଯ୍ୟ ପରାଗ ୨୯ ମାର୍ଚ୍ଚ ୨୦୨୫ ରେ ହୋଇସାରିଛି। ଏବେ ଦ୍ୱିତୀୟ ସୂର୍ଯ୍ୟ ପରାଗ ୨୧ ସେପ୍ଟେମ୍ବର ୨୦୨୫ ରେ ହେବ ଯାହା ଏକ ଆଂଶିକ ସୂର୍ଯ୍ୟ ପରାଗ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଗଲା ସବୁ ନିୟମ: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୩୦ ମିନିଟରେ ଆରମ୍ଭ ହେବାର ଥିଲା। କିନ୍ତୁ ବର୍ଷା…

୫୦୦ ଟଙ୍କିଆ ନୋଟ୍ ବନ୍ଦ କରିବାକୁ ଦାବି! ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ହଇଚଇ

ଅମରାବତୀ,୧୦।୧୧: ଦେଶରେ ବଡ଼ ମୂଲ୍ୟର ନୋଟ୍‌ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ। ୫୦୦ ଓ ୨,୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ…

ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ ଦିନରେ ସର୍ବାଧିକ ରନ୍‌: ଟପ-୧୦ରେ ୨ ଭାରତୀୟ, ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୧: ଟେଷ୍ଟ କ୍ରିକେଟରେ ଗୋଟିଏ ଦିନରେ ସର୍ବାଧିକ ରନ ସଂଗ୍ରହ କରିବାର ବିଶ୍ୱ ରେକର୍ଡ ଆଜି ବି କିମ୍ବଦନ୍ତୀ ବ୍ୟାଟର୍‌ ସାର୍‌ ଡନ ବ୍ରାଡମ୍ୟାନଙ୍କ ନାମରେ ରହିଛି।…

ପୁଣି ଟସ୍‌ ଜିତିଲା ଭାରତ: ଶୁବମନ ଗିଲ ନେଲେ ବଡ଼ ନିଷ୍ପତ୍ତି, ସିରିଜ୍‌ ଜିତିବା ଲକ୍ଷ୍ୟରେ ଟିମ୍‌ଇଣ୍ଡିଆ

ହାମିଲଟନ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ତୃତୀୟ ମୁକାବିଲା ଆଜି ହାମିଲଟନରେ ଖେଳାଯାଉଛି। ବର୍ଷା ଯୋଗୁ ଟସ୍‌ରେ ବିଳମ୍ବ…

ହ୍ବାଇଟ୍‌ ହାଉସ୍‌ ସାମୟିକ ଲକ୍‌ଡାଉନ, ଜାଣନ୍ତୁ କାରଣ

ଓ୍ବାଶିଂଟନ,୧୦।୧୧: ହ୍ବାଇଟ୍‌ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଥିବା ସମୟରେ ଏକ କାର୍‌ ଏହା ପାଖରେ ଥିବା ଏକ ସାଇନ୍‌ ପୋଷ୍ଟକୁ ଧକ୍କା ଦେବାରୁ ସୁରକ୍ଷା…

‘କପ୍‌୩୧’: ଜଳବାୟୁ ପାଣ୍ଠିକୁ ନେଇ ବିବାଦ

ଆଣ୍ଟାଲ୍ୟା,୧୦।୧୧: ତୁର୍କୀର ପର୍ଯ୍ୟଟନ ସହର ଆଣ୍ଟାଲ୍ୟାଠାରେ ସୋମବାରଠାରୁ ୩୧ତମ ଜାତିସଂଘ ଜଳବାୟୁ ସମ୍ମିଳନୀ (କପ୍‌୩୧) ଆରମ୍ଭ ହୋଇଯାଇଛି। ଆସନ୍ତା ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶ୍ୱସ୍ତରୀୟ…

ଲଜ୍ଜାଜନକ ରେକର୍ଡ ହାସଲ କଲେ ଏହି ବୋଲର୍‌! ବିଶ୍ୱର ପ୍ରଥମ ବୋଲର ଭାବେ…

ଶାରଜା,୧୦।୧୧: ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ତେବେ ଏହି ମ୍ୟାଚ୍‌ରେ ଆଫଗାନିସ୍ତାନର ସ୍ପିନର ଜିଆ ଉର୍‌ ରେହମାନଙ୍କ…

ସ୍ମୃତି ମନ୍ଧାନାଙ୍କ ଭାଗ୍ୟ ଫିଟିଲା: ପୁଣି ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ମହିଳା କ୍ରିକେଟ୍‌ରେ ଆରମ୍ଭ ହୋଇଛି ସ୍ମୃତି ମନ୍ଧାନା ଯୁଗ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସ୍ମୃତି ମନ୍ଧାନାଙ୍କୁ ଟେଷ୍ଟ ଦଳର ଅଧିନାୟିକା ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?