Posted inଫୁରସତ

ବରଣମାଳା ପିନ୍ଧାଇବା ସମୟରେ ବରଙ୍କ ପାଟିରୁ ଆସିଲା ମଦ ଗନ୍ଧ, କନ୍ୟା କଲେ ଏମିତି, ଭିଡିଓ ଦେଖିଲେ…

ଯେକୌଣସି ଝିଅ ହୁଅନ୍ତୁ କି ପୁଅ, ବିବାହ ଦିନଟି ହେଉଛି ସେମାନଙ୍କ ଜୀବନର ସବୁଠାରୁ ବିଶେଷ ଦିନ। ଏହି କାରଣରୁ ଉକ୍ତ ଦିନକୁ ସ୍ମରଣୀୟ କରିବାକୁ କିଏ କେତେ ପ୍ରକାର ବ୍ୟବସ୍ଥା କରିଥାନ୍ତି। କିଛି ଭଲ କଥା ସ୍ମରଣୀୟ ହୋଇ ରହି ଯାଉଥିବା ବେଳେ ଆଉ କିଛି ଖରାପ କଥା ପାଇଁ ମଧ୍ୟ ଏହି ଦିନକୁ କେହି ଭୁଲି ପାରି ନ ଥାନ୍ତି।

ଏବେ ସୋସିଆଲ ମିଡିଆରେ ସେମିତି ଏକ ବିବାହ ଭିଡିଓ ଭାଇରାଲ ହେଉଛି। ଏଥିରେ ନଜର ଆସିଥିବା ବର-କନ୍ୟା ସବୁବେଳେ ଏହି ଦିନକୁ ମନେ ରଖିବେ। କାରଣ ଏହା ଏକ ଉତ୍ସବମୁଖର ପରିବେଶ ନ ଥିଲା ବରଂ ସେଠାରେ ଜୋର୍‌ସୋର ମାଡ଼ପିଟ୍‌ ଦେଖାଦେଇଥିଲା। ଏହି ଭିଡିଓରେ ଜଣେ କନ୍ୟା ତାଙ୍କ ଭାବି ସ୍ବାମୀଙ୍କୁ ଖୁବ୍‌ ଜୋର୍‌ରେ ପିଟୁଥିବାର ନଜର ଆସିଛନ୍ତି।

@gharkekalesh ନାମକ ଏକ ‘ଏକ୍ସ’ ପେଜ୍‌ରେ ଭିଡିଓଟି ପୋଷ୍ଟ କରାଯାଇଛି। ଏଥିରେ ବରକନ୍ୟା ମଣ୍ଡପ ଉପରେ ଠିଆ ହୋଇଛନ୍ତି। ଅନେକ ଅତିଥି ମଧ୍ୟ ନଜର ଆସିଛନ୍ତି। ତେବେ ବରଣମାଳା ପିନ୍ଧାଇବା ସମୟରେ ବରଙ୍କ ପାଟିରୁ ମଦ ଗନ୍ଧ ଆସିବାରୁ କନ୍ୟା ତାଙ୍କୁ ଖୁବ୍‌ ଜୋର୍‌ରେ ଚାପୁଡ଼ା ମାରି ଚାଲି ଯାଉଥିବା ଦେଖିବାକୁ ମିଳିଛି।

ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି, ବର୍ତ୍ତମାନଠାରୁ ଏସବୁ ଆରମ୍ଭ ହୋଇଛି, ବର୍ତ୍ତମାନ ଗରିବ ଲୋକଟି ତାଙ୍କୁ ସାରା ଜୀବନ ପିଟିବ। ଜଣେ କହିଛନ୍ତି ବର ଅଧିକ ମଦ ପିଇ ଦେଇଛନ୍ତି। ଅନ୍ୟ ଜଣେ କହିଛନ୍ତି, କନ୍ୟା ଜଣକ ଠିକ୍‌ କରିଛନ୍ତି। କେହି କେହି କନ୍ୟାଙ୍କୁ ସାହସୀ କନ୍ୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri