ଖୁବ୍‌ଶୀଘ୍ର ପରଦାକୁ ଆସିବ ‘କାନ୍ତାରା’ର ସ୍ବିକେଲ୍‌

ମୁମ୍ବାଇ:ଚଳିତ ବର୍ଷ ଋଷଭ ଶେଟ୍ଟୀଙ୍କ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ର ‘କାନ୍ତାରା’ ଅନେକ ଚଳଚ୍ଚିତ୍ର ରେକର୍ଡ ଭାଙ୍ଗିଥିଲା। ବକ୍ସ ଅଫିସରେ ଧମାକାଦାର ରୋଜଗାର ସହିତ ଏହି ଚଳଚ୍ଚିତ୍ରର ଆଲୋଚନା ସାଉଥ୍‌ରୁ ଆରମ୍ଭ କରି ବଲିଉଡ ତାରକାମାନଙ୍କ ଓଠରେ ଥିଲା। କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ଚଳଚ୍ଚିତ୍ର ହୋଇପାରିଛି ‘କାନ୍ତାରା’। ଋଷଭ ଶେଟ୍ଟୀଙ୍କ ଅଭିନୟ ଦେଖିବା ପରେ ସମସ୍ତେ ତାଙ୍କର ପ୍ରଶଂସକ ହୋଇପାରିଛନ୍ତି। ତେବେ ଯେଉଁମାନେ ଏହି ଚଳଚ୍ଚିତ୍ରର ସିକ୍ୱେଲ୍‌କୁ ଅପେକ୍ଷା କରିଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି। କୁହାଯାଉଛି କି ଖୁବ୍‌ଶୀଘ୍ର ‘କାନ୍ତାରା-୨’ ଆସିବାକୁ ଯାଉଛି। ଯେଉଁଥିପାଇଁ ଅନୁମତି ମଧ୍ୟ ମିଳିସାରିଛି। ଫିଲ୍ମର ନିର୍ମାତା ବିଜୟ କିରଗାଣ୍ଡୁର ‘କାନ୍ତାରା’ର ଦ୍ୱିତୀୟ ଭାଗ ବିଷୟରେ
ଏକ ଅପଡେଟ ଶେୟାର କରିଛନ୍ତି। ହୋମ୍ବଲେ ଫିଲ୍ମର ସହ-ପ୍ରତିଷ୍ଠାତା ତଥା ‘କାନ୍ତାରା’ ନିର୍ମାତା ବିଜୟ କିରଗାଣ୍ଡୁର ନିଶ୍ଚିତ କରିଛନ୍ତି, ଫିଲ୍ମର ଦ୍ୱିତୀୟ ଭାଗ ଖୁବ୍‌ଶୀଘ୍ର ନିର୍ମିତ ହେବ। ସେ କହିଛନ୍ତି, ଫିଲ୍ମର ପ୍ରିକ୍ୱେଲ (ପୂର୍ବ କାହାଣୀ) ନହେଲେ ସିକ୍ୱେଲ (ପରବର୍ତ୍ତୀ କାହାଣୀ) ଆସିବ । ତାଙ୍କ କହିବାନୁସାରେ, ଋଷଭଙ୍କ ସହ ଆଲୋଚନା କରିବା ପରେ ଆମେ ନିଷ୍ପତ୍ତି ନେବୁ କେଉଁଟା ନିର୍ମାଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପରଦାରେ ରୋମାନ୍ସ, ହେଲେ ବାସ୍ତବ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏସବୁ କଳାକାର

ବମ୍ବେ: ଛୋଟ ପରଦାରେ ଅନେକ ସୁପରହିଟ୍‌ ଯୋଡ଼ି ଅଛନ୍ତି। ଦର୍ଶକମାନେ ସେମାନଙ୍କୁ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି। ହେଲେ ପରଦା ଉପରେ ଭଲ ଲାଗୁଥିବା...

ହରିୟାଣା ଲୋକଙ୍କୁ ଘରେ ରହିବାକୁ ରାଜି କରାଇବେ ପୂର୍ବ ବିଶ୍ୱ ସୁନ୍ଦରୀ ମାନୁଷୀ

ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କୁ ଘରେ ରହିବା ପାଇଁ ମନାଇବେ ବଲିଉଡ୍‌ ଅଭିିନେତ୍ରୀ ତଥା ପୂର୍ବ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର। ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ...

ଚତୁର୍ଥ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସମନ୍ଥା-ନାଗ ଚୈତନ୍ୟାଙ୍କ ବିଚ୍ଛେଦ…

ମୁମ୍ବାଇ,୪।୧୦: ସାଉଇ୍‌ ସୁପରଷ୍ଟାର ନାଗେ ଚୈତନ୍ୟା ଏବଂ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ବିବାହ ବିଚ୍ଛେଦ ଘଟିଛି। ୪ର୍ଥ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ...

ଆଇସିୟୁରେ ଭର୍ତ୍ତି ହେଲେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍‌

ମୁମ୍ବାଇ, ୧୬।୮: ବଲିଉଡର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଖୟାମଙ୍କୁ ଆଇସିୟୁରେ ଭର୍ତ୍ତ କରାଯାଇଛି। ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ ଖୟାମ୍‌ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ...

ସାରାଙ୍କ ଶାଢୀରେ ବିଗ୍‌ବିଙ୍କ ଡାଇଲଗ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ତାଙ୍କ ଅଭିନୟ ଏବଂ ନୂଆ ନୂଆ ଲୁକ୍‌ରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌...

୨ ସପ୍ତାହ ମଧ୍ୟରେ ୨ ଭାଇଙ୍କୁ ହରାଇଲେ ଏହି ପ୍ରସିଦ୍ଧ ଅଭିନେତା…

ମୁମ୍ବାଇ, ୩।୯: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଦିଲ୍ଲୀପ କୁମାରଙ୍କର ଦୁଇ ଭାଇଙ୍କ ପରଲୋକ ୨ ସପ୍ତାହ ମଧ୍ୟରେ ଘଟିଛି। ଦିଲ୍ଲୀପଙ୍କ ଭାଇ ଏହସାନ ଖାଁ ଏବଂ...

ଡ୍ରଗ୍ସ ମାମଲା: ଜାମିନ ପାଇଁ ଆବେଦନ କଲେ ରିଆଙ୍କ ଭାଇ

ମୁମ୍ବାଇ,୭ ।୧୧: ଡ୍ରଗ୍ସ ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତିଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତି ଶନିବାର ଜାମିନ ଆବେଦନ କରିଛନ୍ତି । ମୁମ୍ବାଇର...

ମୁହେଁ ମୁହେଁ କହି ହଇରାଣ ହୋଇଛି

କେବେ ସେ ନାୟକ ସାଜି ଦର୍ଶକଙ୍କ ମନ ଜିତିଛନ୍ତି ତ କେବେ ଖଳନାୟକ ସାଜି ନିଜର ଭିନ୍ନ ରୂପ ଦେଖାଇଛନ୍ତି। ଯେକୌଣସି ଚରିତ୍ରକୁ ନିଖୁଣ ଭାବେ...

Advertisement
Archives

Model This Week