Posted inଫୁରସତ

ପହଁରୁଛି ଠେକୁଆ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବ ପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଏକ ଠେକୁଆ ପାଣି ପାଖରେ ଛିଡ଼ା ହୋଇଛି । ଦେଖିଲେ ଯେପରି ଲାଗିବ ତାକୁ ଶୋଷକରୁଛି । ହେଲେ ପରେ ସେ ସେହି ଜଳାଶୟରେ ପହଁରି ସେପଟକୁ ପଳାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରି ଫାୟାର ଗେମ୍‌ ଖେଳିବା ସମୟରେ ହେଲା ବନ୍ଧୁତା, ଘର ଛାଡି ପଳାଇଲେ ୪ ଭଉଣୀ, ଭାଇରାଲ ହେଉଛି ମାମଲା

ଦୁନିଆରେ ଅନଲାଇନ୍‌ ଗେମ୍‌ ପାଇଁ ଲୋକଙ୍କର କ୍ରେଜ୍‌ ରହିଛି। ଲୋକମାନେ ଦିନସାରା ଖେଳଗୁଡିକର କଳ୍ପନା ଦୁନିଆରେ ବୁଡି ରହିଥା’ନ୍ତି । ବର୍ତ୍ତମାନ ଏହିପରି ଅନେକ ଖେଳ...

ପ୍ରତି ୪ ବର୍ଷରେ କାହିଁକି ଫେବୃଆରୀ ମାସ ହୁଏ ୨୯ ଦିନିଆ, ଜାଣନ୍ତୁ ଏହାର ପ୍ରକୃତ କାରଣ…

ପୂର୍ବ ହେଉ କି ପଶ୍ଚିମ, ଜ୍ୟୋତିର୍ବିଜ୍ଞାନୀମାନେ କ୍ୟାଲେଣ୍ଡରର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରନ୍ତି। ଭାରତର ହିନ୍ଦୁ ପାଞ୍ଜି କିମ୍ବା କ୍ୟାଲେଣ୍ଡରରେ ଏହା ଦାବି କରାଯାଇଛି...

ପୁଅ ବିବାହ ପୂର୍ବରୁ ଅମ୍ବାନୀ ପରିବାର ନିର୍ମାଣ କଲେ ୧୪ ମନ୍ଦିର, ଭିଡିଓ ଦେଖି ଲୋକେ କଲେ ଖୁବ ପ୍ରଶଂସା

ମୁମ୍ବାଇ,୨୬।୨: ପ୍ରସିଦ୍ଧ ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ ଶୀଘ୍ର ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି...

ଗୋଟିଏ ଦିନରେ ୟୁପିଆଇ ମାଧ୍ୟମରେ କେତେ ଟଙ୍କା ଫଠାଇ ପାରିବେ, ଜାଣନ୍ତୁ ଏହାର ଲିମିଟ୍‌

ନୂଆଦିଲ୍ଲୀ,୨୫।୨: ସମୟ ଥିଲା ଯେତେବେଳେ ଲୋକମାନେ କାହାକୁ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ପଡୁଥିଲେ ବ୍ୟାଙ୍କକୁ ଯିବାକୁ ପଡୁଥିଲା। ରସିଦକୁ ବ୍ୟାଙ୍କରେ ଜମା କରିବାକୁ ପଡୁଥିଲା। ଧାଡିରେ...

ଅଟଳ ପେନସନ ଯୋଜନାରେ ପ୍ରତିଦିନ ନିବେଶ କରନ୍ତୁ ୭ ଟଙ୍କା, ପ୍ରତିମାସରେ ମିଳିବ ୫୦୦୦ଟଙ୍କା

ନୂଆଦିଲ୍ଲୀ,୨୫।୨: ସମସ୍ତେ ନିଜ ଟଙ୍କାକୁ ଏପରି ସ୍ଥାନରେ ବିନିଯୋଗ କରିବାକୁ ଚାହାଁନ୍ତି ଯେଉଁଠାରୁ ସେମାନେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣ ରାଶି ପାଇଥା’ନ୍ତି ।...

କେବଳ ସତ ଉପଦେଶକଙ୍କୁ ମାନିବା ଜରୁରୀ

କେଉଁ ଏକ ପୁରାତନ କାଳରୁ ସଂଖ୍ୟାଗରିଷ୍ଠତାର ରାୟକୁ ଆଇନ ବା ଧର୍ମର ଜୟ ବୋଲି ମନାଯାଉଥିଲା ବେଳେ ଅଧୁନା ସାମାଜିକ ଜୀବନରେ ଏମିତି କିଛି ଘଟଣା...

ଚିତ୍ର କରିବାର ଏକ ନୂଆ ତରିକା ସିରିଞ୍ଜ ପେଣ୍ଟିଂ

ଫିଲିପାଇନ୍ସ, ଭାଲାଡୋଲିଡ୍‌ରେ ରହୁଥିବା କିମ୍ବରଲି ଜୟ ମାଗ୍‌ବନୁଆଙ୍କର ପିଲାଦିନୁ ଚିତ୍ରକଳା ପ୍ରତି ଥିଲା ଅହେତୁକ ଭଲ ପାଇବା। ହେଲେ ଏନେଇ ସେ କୌଣସି ତାଲିମ୍‌ ନେଇ...

ଲୁଣରେ ତିଆରି ହୋଟେଲ

ଲୁଣ ବିନା ଖାଦ୍ୟରେ ସ୍ବାଦ ଆସେନା। କହିବାକୁ ଗଲେ ଖାଦ୍ୟର ଏକ ମୁଖ୍ୟ ଉପାଦାନ ହେଉଛି ଲୁଣ। ତେବେ ଏହି ଲୁଣକୁ ଖାଦ୍ୟ ବ୍ୟତିତ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri